Browsing Category

#Odianews

୭୦ ଟିକିଆ ଝାଡ଼ଖଣ୍ଡ ହାତୀ ପଲର ଉପଦ୍ରବ; ଲୋକେ ଭୟଭୀତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡ ହାତୀ ପଲର ଉପଦ୍ରବ, ଲୋକେ ଭୟଭୀତ | ସୁଚନା ଅନୁଯାୟୀ ଗତ ଗୁରୁବାର ରାତିରେ ରାଇବଣିଆର ଲୁହାପଡା ଜଙ୍ଗଲରୁ ୫୫ ଟି ହାତୀ…
Read More...

ଶିକ୍ଷକ ବଦଳି ପ୍ରତିବାଦରେ ଧାରଣା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିକ୍ଷକ ବଦଳି ପ୍ରତିବାଦରେ ଧାରଣା | ଶିକ୍ଷକ ବଦଳି ପ୍ରତିବାଦ ରେ ଖରା ରେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ରେ ବସିଲେ ଅଭିଭାବକ ଛାତ୍ରଛାତ୍ରୀ। ଶିକ୍ଷାଦାନ ବାଧାପ୍ରାପ୍ତ l ବାଲେଶ୍ୱର ଜିଲ୍ଲା…
Read More...

ଜାତୀୟ ରାଜପଥ ନିକଟରେ ଜବରଦଖଲ ଉଛେଦ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜାତୀୟ ରାଜପଥ ନିକଟରେ ଜବରଦଖଲ ଉଛେଦ | ବାଲେଶ୍ୱର ଜିଲ୍ଲା ସୋର ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥ ନିକଟରେ ଜବରଦଖଲ ଉଛେଦ କରିଛନ୍ତି କର୍ତ୍ତୃପକ୍ଷ। ଉତ୍ତରେଶ୍ୱର ଏବଂ କଲେଜଛକ ରେ ଥିବା…
Read More...

ଅନୁମତି ନଥାଇ ଗର୍ଭଗୃହରେ ପଶିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ। ଅନୁମତି ନଥାଇ ଗର୍ଭଗୃହରେ ପଶିଲେ। ଏଭଳି କିଛି ଅଭିଯୋଗ ଆସିଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସାଂସଦ ପୁଅଙ୍କ ବିରୋଧରେ |  ଅଭିଯୋଗ ହୋଇଛି…
Read More...

ଅବକାରୀ ଚଢାଉ; ମଦ ଜବତ ସହ ୩ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅବକାରୀ ଚଢାଉ, ମଦ ଜବତ ସହ ୩ ଗିରଫ। ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ବିଭାଗ ତରଫରୁ ମାଟିଆପଲ୍ଲା ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗୁଡ଼ପୋଚ ନଷ୍ଟ କରିବା ସହିତ ଦେଶିମଦ ଜବତ କରି ୩ ଜଣଙ୍କୁ…
Read More...

ବାବା ସିଦ୍ଦିକିଙ୍କ ଅବସ୍ଥାଠାରୁ ଆହୁରି ଖରାପ ହେବ ଅବସ୍ଥା ଭାଇଜାନ ସଲମାନ ଖାନ୍‌ଙ୍କ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଲିଉଡର ଭାଇଜାନ ସଲମାନ ଖାନ୍‌। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ତାଙ୍କର ଶତ୍ରୁତା ବେଶ୍‌ ପୁରୁଣା। ନିକଟରେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ତାଙ୍କର ଜୀବନ ପ୍ରତି ରହିଛି ଘୋର…
Read More...

ପିସିସି ସଭାପତି ଚୟନକୁ ନେଇ ମହମ୍ମଦ ମୋକିମ ପ୍ରତିକ୍ରିୟା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାରେ ନୂଆ ପିସିସି ସଭାପତି ଚୟନ ହେଲା ପରେ ବହୁ ବିଜେଡି ନେତା କଂଗ୍ରେସରେ ସାମିଲ୍‌ ହେବେ। ବର୍ତ୍ତମାନ ସେମାନେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ବିଧାୟକ…
Read More...

କଟକ ଖାନ ନଗରରେ ଭୁଶୁଡ଼ି ପଡ଼ିଛି ତୋରଣ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭୁଶୁଡିଲା ଦୁର୍ଗା ପୂଜା ବେଳେ ହୋଇଥିବା ସୁଉଚ୍ଚ ତୋରଣ । କଟକ ଖାନନଗର ଦୁର୍ଗା ପୂଜା କମିଟି ପକ୍ଷରୁ ନେତାଜୀ ବସ୍ ଟର୍ମିନାଲ ନିକଟରେ ନିର୍ମାଣ ହୋଇଥିବା ତୋରଣ ଭୁଶୁଡି ପଡିଛି । ଫଳରେ ଗୋଟିଏ…
Read More...

ସିଡ଼ିରୁ ଖସି ଚାଲିଗଲା ଯୁବକଙ୍କ ଜୀବନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଶଙ୍କରା ଗ୍ରାମ ଦେହେରିଟିକିରାର ବିଦ୍ୟାପତି ଭୁଏ(୨୧) ଗତକାଲି ବିଳମ୍ବିତ ରାତ୍ରିରେ ଛାତ ଉପରୁ ପଡ଼ି ଯାଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ…
Read More...

ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ‘ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ରାଜ୍ୟର ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ ।   …
Read More...