Browsing Category

Politics

କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ, ବୋମ୍ମାଇ ଦର୍ଶାଇଲେ କଂଗ୍ରେସ ବିଜୟର ତିନୋଟି କାରଣ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ବଡ଼ ବିଜୟ ହୋଇଛି। ନିର୍ବାଚନରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଛି। ତେବେ ବିଧାନସଭା ନିର୍ବାଚନରେ ​​ବିଜେପିର ଅଭିଯାନର ନେତୃତ୍ୱ…
Read More...

ବିଧାନସଭା ନିର୍ବାଚନ ବିଜୟ ଅର୍ଥ ନୁହେଁ ଯେ କଂଗ୍ରେସ ଲୋକସଭା ନିର୍ବାଚନ ଜିତିବ : ପ୍ରଶାନ୍ତ କିଶୋର

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ଦଳକୁ ବଳ ଯୋଗାଇଛି।  ବିଧାନସଭା ନିର୍ବାଚନରେ ବିଜୟକୁ ୨୦୨୪ ଲୋକସଭା ନିର୍ବାଚନରେ ପ୍ରଦର୍ଶନର ସେମିଫାଇନାଲ୍ ଭାବେ ଗ୍ରହଣ ନ କରିବାକୁ ରାଜନୈତିକ…
Read More...

ପ୍ରଥମ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ହେବାକୁ ହାଇକମାଣ୍ଡଙ୍କୁ ଅନୁରୋଧ କଲେ ଶିବକୁମାର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କର୍ଣ୍ଣାଟକର ପୁରୁଣା ପାଠର ପୁନରାବୃତ୍ତି କରିବ କଂଗ୍ରେସ। ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମେୟା। ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ। ଏଥିସହିତ ରାଜ୍ୟ କ୍ୟାବିନେଟ୍‌ରେ ବହୁ…
Read More...

ବିଜେପି ସଭାପତିଙ୍କୁ ଭେଟିଲେ ମନମୋହନ ସାମଲ, ବଦଳିପାରେ ଦଳୀୟ ସଂଗଠନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବିଜେପି ସଭାପତିଙ୍କୁ ଭେଟିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ ରାଜ୍ୟ ସଭାପତି ଭାବେ ନିଯୁକ୍ତ ହେବା ପରେ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ଦଳର ସଭାପତି ଜେପି ନଡ୍ଡାଙ୍କୁ…
Read More...

ଶ୍ରୀଜଗନ୍ନାଥଙ୍କ ଭୂମିରେ ଇଞ୍ଜିନ କାହାକୁ ଦିଆଯିବ ତାହା ମହାପ୍ରଭୁ ନିଷ୍ପତି ନେବେ, ଓଡ଼ିଶାରେ ଗଭର୍ଣ୍ଣାନ୍ସର ଅଭାବ…

ଓଡ଼ିଆ ନ୍ୟୁଜ(ବ୍ୟୁରୋ):ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟନୁସାରେ ଓଡ଼ିଶାର ଗର୍ଭବତୀ ମାଆ, ନବଜାତ ଶିଶୁ, କିଶୋର କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ । ଓଡ଼ିଶାରେ ଗଭର୍ଣ୍ଣାନ୍ସର ଅଭାବ କାରଣରୁ ଏହି ଅଭାବନୀୟ…
Read More...

ସିଦ୍ଧରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ: ଆସନ୍ତାକାଲି ନେଇପାରନ୍ତି ଶପଥ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚାରି ଦିନର ବିଚାରବିମର୍ଷ ପରେ କଂଗ୍ରେସ କର୍ଣ୍ଣାଟକର ସିଏମ୍ ନାମ ଚୂଡାନ୍ତ କଲା। ଦଳ ପୁଣି ଥରେ ସିଦ୍ଧରମୈୟାଙ୍କ ନାରେ ମୋହର ମାରିଛି। ସୂଚନାନୁସାରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ…
Read More...

ଭାରତ ମହାସାଗରରେ ବୁଡ଼ିଗଲା ଚାଇନାର ମତ୍ସଜୀବୀ ଡଙ୍ଗା: ୩୯ ନିଖୋଜ୍

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଚାଇନାର ଏକ ମତ୍ସ୍ୟଜୀବୀ ଡଙ୍ଗା ଭାରତ ମହାସାଗରରେ ବୁଡ଼ି ଯାଇଛି। ଏହି ଡଙ୍ଗାରେ ଥିବା ସମସ୍ତ ୩୯ ଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି। ଚୀନ୍ର ସରକାରୀ ଗଣମାଧ୍ୟମ ଏହି ବିଷୟରେ ଖବର ଦେଇ କହିଛି ଯେ ଡଙ୍ଗା…
Read More...

ସତ୍ୟପାଲ ମଲ୍ଲିକଙ୍କ ପୂର୍ବତନ ଗଣମାଧ୍ୟମ ପରାମର୍ଶଦାତାଙ୍କ ଘରେ ସିବିଆଇ ରେଡ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପୂର୍ବତନ ଗଣମାଧ୍ୟମ ପରାମର୍ଶଦାତା ସୁନାକ ବାଲିରେ ସିବିଆଇ ଚଢାଉ କରୁଛି। ସତ୍ୟପାଲଙ୍କ ଅଭିଯୋଗ ଉପରେ ପଞ୍ଜୀକୃତ ହୋଇଥିବା ବୀମା ସ୍କାମ…
Read More...

ଫାଶୀ ପାଇପାରନ୍ତି ଇମ୍ରାନ୍ ଖାନ୍

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା ବଢିବାରେ ଲାଗିଛି। ସେଠାରେ ତାଙ୍କ ବିରୋଧରେ ୧୦୦ ରୁ ଅଧିକ ମାମଲା ରୁଜୁ ହୋଇଛି। ଏଥି ସହିତ ସାମରିକ ଆଇନ ଏବଂ ଗୁପ୍ତ ଆଇନ ଅନୁଯାୟୀ…
Read More...

ବାତିଲ୍ ହେଲା ଅଷ୍ଟ୍ରେଲିଆରେ ହେବାକୁ ଥିବା କ୍ୱାଡ ସମ୍ମିଳନୀ: ଜାଣନ୍ତୁ କାହିଁକି?

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ବୁଧବାର (ମଇ ୧୭) ସୂଚନା ଦେଇଛନ୍ତି ଯେ ଏହି ମାସର ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହେବ ନାହିଁ। ଏହା ପଛର…
Read More...