Browsing Category

Rath Yatra

ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପାଖେଇ ଆସୁଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା। ଏଥିପାଇଁ ଜୋର ସୋରରେ ଆଗେଇ ଚାଲିଛି ରଥ କାମ। ଗୋଟିଏ ପଟେ ୩ ରଥ ଏବେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ।  ଅନ୍ୟପଟେ ରଥ ଭିଡା…
Read More...

ବଢେଇ ବାଙ୍କରେ ଅଟକିଲା ରୁକୁଣା ରଥ

ଓଡ଼ିଶା ନ୍ୟୁଜ୍(ବ୍ୟୁରୋ): ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁରୁଣା ରଥଯାତ୍ରା। ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥକୁ ଭକ୍ତମାନେ ଉତ୍ସାହର ସହିତ ଟାଣିଟାଣି ନେଇ ଆଜି ସନ୍ଧ୍ୟା ୬ଟା ୨୦ରେ ବଢେଇବାଙ୍କ ଠାରେ ପହଞ୍ଚାଇଛନ୍ତି।…
Read More...

ନିଳାଦ୍ରି ବିଜେରେ ଅଭିମାନୀ ମହାଲକ୍ଷ୍ମୀଙ୍କର କେମିତି ମାନଭଞ୍ଜନ କରନ୍ତି କଳା ଠାକୁର ଜାଣନ୍ତୁ..

ପୁରୀ(ଓଡ଼ିଆ ନ୍ରୁଜ୍‌): ଆମ ମହାପ୍ରଭୁଙ୍କ ନୀତି ନୀତି ଅନନ୍ୟ । ସାଧାରଣ ମଣିଷଙ୍କ ପରି ମାନବୀୟ ଲିଳାଖେଳା କରନ୍ତି ଭାଇ-ଭଉଣୀଙ୍କ ସହ କଳାଠାକୁର । ତେବେ ସେହି ଚତୁର୍ଦ୍ଧାମୂରତି ରଥରୁ ଓହ୍ଲାଇ ଶ୍ରୀମନ୍ଦିର ଓ ରତ୍ନ ସିଂହାସନ…
Read More...

କାହିଁକି ହୁଏ ‘ଅଧରପଣା’ ନୀତି, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ବ ?

ପୁରୀ(ଓଡ଼ିଆ ନ୍ୟୁଜ୍‌):‘ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ବିଶେଷ ନୀତି ହେଉଛି ‘ଅଧରପଣା’ । ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା…
Read More...

ରାଜରାଜେଶ୍ୱର ବେଶରେ ବିଶ୍ୱ ଦେଖିବ ମହାବାହୁଙ୍କ ଐଶ୍ୱର୍ଯ୍ୟ, ଜାଣନ୍ତୁ ସୁନାବେଶରେ କଣ ପିନ୍ଧନ୍ତି ଶ୍ରୀଜିଉ..

ପୁରୀ(ଓଡ଼ିଆ ନ୍ୟୁଜ୍‌): ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଭିନ୍ନ ବେଶ ମଧ୍ୟରୁ ସୁନାବେଶ ବା ରାଜରାଜେଶ୍ୱର ବେଶ ଅତ୍ୟନ୍ତ ଦୁର୍ଲଭ। ଇଏ ବେଶ ଏକମାତ୍ର ବେଶ ଯେଉଁଥିରେ ସ୍ପଷ୍ଟ ପରିସ୍ଫୁଟ ହୋଇଥାଏ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ । ମହଣ…
Read More...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଜନ୍ମବେଦୀରେ ଲୀଳାଖେଳା କରୁଛନ୍ତି ଶ୍ରୀଜିଉ

ପୁରୀ(ଓଡ଼ିଆ ନ୍ୟୁଜ୍‌): ଚତୂଃଦ୍ଧା ମୂର୍ତ୍ତିଙ୍କ ଆଜି ନବଦିନାତ୍ମକ ଯାତ୍ରାର ଚତୁର୍ଥ ଦିନ । ଆଡ଼ପ ମଣ୍ଡପରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି । ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି…
Read More...

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଗଡ଼ିଲା ରଥ

ବାରିଦା(ଓଡ଼ିଆ ନ୍ୟୁଜ୍‌): ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ରଥଯାତ୍ରା । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପୁରୀରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ପରଦିନ ଅର୍ଥାତ୍ ଆଜି ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଛି…
Read More...

ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ପୁରୀ(ଓଡ଼ିଆ ନ୍ୟୁଜ୍‌): ମହାପ୍ରଭୁଙ୍କ ରୋଷଘର ଭଙ୍ଗାର ହେଲା ପୁନରାବୃର୍ତ୍ତି । ପୁରୀ ଗୁଣ୍ଡିଚା ମନ୍ଦିରରେ ରୋଷ ଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ। ମୋଟ ୭୫୨ ଚୁଲିରୁ ୨୦ ଟି ଚୁଲି ଭାଙ୍ଗା ଯାଇଥିବା ସୁଆର ମହାସୁଆର ପକ୍ଷରୁ…
Read More...

ଶରଧାବାଲିରେ ଶ୍ରୀଜିଉ; ଆଜି ସନ୍ଧ୍ୟା ଧୂପ ପରେ ଯିବେ ଆଡ଼ପ ମଣ୍ଡପ

ପୁରୀ(ଓଡ଼ିଆ ନ୍ୟୁଜ୍‌): ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଅଟକିଛି ତିନି ରଥ । ଆଜି ସନ୍ଧ୍ୟା ଧୂପ ନୀତି ପରେ ରଥାରୁଢ ଚତୁର୍ଦ୍ଧା ମୂରତିଙ୍କର ହେବ ଆଡ଼ପ ମଣ୍ଡପ ବିଜେ ନୀତି । ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ…
Read More...

ରଥାରୁଢ ଶ୍ରୀଜୀଉଙ୍କୁ ଦର୍ଶନ କରିଲେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ(ଓଡ଼ିଆ ନ୍ୟୁଜ୍‌):ବଡଦାଣ୍ଡରେ ରଥାରୁଢ ଶ୍ରୀଜୀଉଙ୍କୁ ଦର୍ଶନ କରିଲେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ। ଆଜି ପ୍ରଥମେ ଶ୍ରୀମନ୍ଦିର ସେବାୟତମାନେ ଶ୍ରୀସୁଦର୍ଶନଙ୍କୁ ରଥାରୁଢ଼ କରିଥିଲେ । ଏହା ପରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡି…
Read More...