Browsing Category

State

ଗ୍ରୀଷ୍ମ ପ୍ରବାହ ନେଇ କ୍ୟାପିଟାଲ ହସ୍ପିଟାଲ ଜାରି କଲା ଚେତାବନୀ, ନିହାତି କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆସନ୍ତା କାଲି ଠାରୁ ଗ୍ରୀଷ୍ମ ପ୍ରଭାବ ଜାରି। ଘରୁ ବାହାରକୁ ବାହାରିବା ବେଳେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କ୍ୟାପିଟାଲ ହସ୍ପିଟାଲ୍ ର ଉପ ଅଧିକ୍ଷକ ଧନଞ୍ଜୟ ଦାସ ଙ୍କ ପରାମର୍ଶ । ଘରୁ ବାହାରକୁ…
Read More...

ରାଜଧାନୀରେ ଚାଞ୍ଚଲ୍ୟ; ସ୍ତ୍ରୀ ଓ ଶାଳିକୁ ହତ୍ୟା କଲା ସ୍ୱାମୀ

ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଡବଲ ମର୍ଡର ଘଟଣା ସାମ୍ନାକୁ ଆସିଛ।ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିର ଶିବ ମନ୍ଦିର ନିକଟରେ ଥିବା ଏକ ଘର ଭିତରୁ ଦୁଇଜଣ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।…
Read More...

ଆକାଶରୁ ନିଆଁ ବର୍ଷା ହେଉଛି, ୨୫ରୁ ୩ ଦିନ ପାଇଁ କିଛି ଜିଲ୍ଲାକୁ ଜାରି ହୋଇଛି ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣିଂ

ଓଡିଆ ନ୍ୟୁଜ୍(ବ୍ୟୁରୋ): ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା । ଉପରମୁହାଁ ପାରଦ । ଆକାଶରୁ ନିଆଁ ବର୍ଷା ହେଉଛି । ଜଳୁଛି ପଶ୍ଚିମରୁ ଉପକୂଳ । ଅସମ୍ଭାଳ ତାତି । ବାହାରକୁ ବାହାରିଲେ ମୁହଁ ହାତ ପୋଡ଼ି ଗଲା ଭଳି ଲାଗୁଛି । ସକାଳ…
Read More...

ପୋଲିସ ଜାଲରେ ପୁଣି ଜଣେ ରସିକିଆ ଡାକ୍ତର, ମିଛ କହି ୩ ଜଣଙ୍କୁ କରିଥିଲେ ବିବାହ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଉ ଜଣେ ରସିକିଆ ଡାକ୍ତରଙ୍କୁ ବାନ୍ଧିଛି ମହିଳା ଥାନା ପୁଲିସ। ପୁଣି ଏକ ଡାକ୍ତର ଗିରଫ । ପାହାଳ ରେ ଏକ ଘରୋଇ ଡାକ୍ତର ଖାନା ରେ ରୋଗୀ ଦେଖୁଥିବା ବେଳେ ବାନ୍ଧିଲା ମହିଳା ଥାନା ପୋଲିସ । ମିଛ କହି…
Read More...

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତାକୁ ସଲାମ୍,କିଡନୀ ରୋଗୀଙ୍କୁ ରକ୍ତ ଦାନ କରି ଦେଖାଇଲେ ମହାନତା

ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ପୁଣି ଜଣେ ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଆଉ ଏକ ମୂଲ୍ୟବାନ ଜୀବନ ବଂଚାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ସମ୍ବଲପୁର ଜମନକିରା ଅଂଚଳର ରାଙ୍କିବାହାଲା ଗ୍ରାମର ହୃଦାନନ୍ଦ…
Read More...

ମହିଳାଙ୍କ ଠାରୁ ଛିନତାଇ କରିଥିବା ଗ୍ୟାଙ୍ଗକୁ ଗିରଫ କଲା ଭଦ୍ରକ ପୋଲିସ, କାର ସହ ୫୫ ଗ୍ରାମର ସୁନା ଜବତ

 ଓଡିଆ ନ୍ୟୁଜ୍(ବ୍ୟୁରୋ): ଲୁଟେରା ଗ୍ୟାଙ୍ଗ ଠାବ। ଗତ ୧୯ ତାରିଖ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଧରିତ୍ରୀ ନଗର ଅଞ୍ଚଳରେ ସୁନା ଚେନ ଛିନତାଇ ହୋଇଥିଲା । ଜଣେ ମହିଳା ତାଙ୍କ ପିଲା କୁ ସ୍କୁଲ ନେଇ ଯାଉଥିବା ବେଳେ ସ୍କୁଟିରେ…
Read More...

ଶ୍ରୀମନ୍ଦିରର ବଜେଟକୁ ନେଇ ପରିଚାଳନା କମିଟି ବୈଠକ:୨୯ ତାରିଖରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଶ୍ରୀମନ୍ଦିର ର ବଜେଟ କୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଗଜପତି ମହାରାଜା ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ଚନ୍ଦନଯାତ୍ରା ଓ ରଥଯାତ୍ରା…
Read More...

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି: କପି ରୋକିବା ତଥା ଗୁଜବ ସ୍ରୁଷ୍ଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆସନ୍ତା ଏପ୍ରିଲ୍ ୨୯ ରୁ ମେ ୭ ତାରିଖ ଯାଏଁ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଓ ଏପ୍ରିଲ୍ ୨୮ ରୁ ମେ ୩୧ ତାରିଖ ଯାଏଁ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ର ସୁପରିଚାଳନା ନେଇ ଆଜି ମୁଖ୍ଯ ସଚିବଙ୍କ…
Read More...

ମାଲକାନଗିରି – ଭଦ୍ରାଚଲମ୍ ରେଳ ଲାଇନ୍ ପ୍ରକଳ୍ପର ସମୀକ୍ଷା କଲେ ରେଳ ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ, ୨୦୨୨ ସୁଦ୍ଧା…

ଓଡିଆ ନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ର ରେଳବାଇ ଏବଂ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟାI ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତ ସମୟରେ ରେଳବାଇ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ସହିତ…
Read More...

ପ୍ରବାସୀ ଓଡ଼ିଆ ଯୁବକଙ୍କ ମୃତ୍ୟ, ମରଶରୀର ଆଣିବାରେ ସହାୟତା କଲା ଓଡ଼ିଶା-ମୋ ପରିବାର

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଅରୁଆଗୋବିନ୍ଦପୁର ଗ୍ରାମର ବଳରାମ ସାହୁ ସୁରଟରୁ ଭୁବନେଶ୍ୱର ଟ୍ରେନ୍ ରେ ଆସୁଥିବା ସମୟରେ ତାଙ୍କର ହୃଦ୍ ଘାତରେ ମୃତ୍ୟୁ ହୋଇଥିଲା । ତେବେ ଭୁସାୱାଲ୍ ରେଳ…
Read More...