ପୋଲିସ ଜାଲରେ ପୁଣି ଜଣେ ରସିକିଆ ଡାକ୍ତର, ମିଛ କହି ୩ ଜଣଙ୍କୁ କରିଥିଲେ ବିବାହ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଉ ଜଣେ ରସିକିଆ ଡାକ୍ତରଙ୍କୁ ବାନ୍ଧିଛି ମହିଳା ଥାନା ପୁଲିସ। ପୁଣି ଏକ ଡାକ୍ତର ଗିରଫ । ପାହାଳ ରେ ଏକ ଘରୋଇ ଡାକ୍ତର ଖାନା ରେ ରୋଗୀ ଦେଖୁଥିବା ବେଳେ ବାନ୍ଧିଲା ମହିଳା ଥାନା ପୋଲିସ । ମିଛ କହି ଏକାଧିକ ଝିଅ ଙ୍କୁ ବିବାହ କରିଥିଲେ ଆଶିଷ । ତୃତୀୟ ପତ୍ନୀର ଅଭିଯୋଗ ଆଧାରରେ ବାନ୍ଧିଲା ପୋଲିସ । ଆଶିଷ କଟକ ବଡ଼ ମେଡ଼ିକାଲ ରେ ଡାକ୍ତର ଥିଲେ । ଆଶିଷ କୁ ଏବେ ମହିଳା ଥାନା ପୋଲିସ ପଚରା ଉଚରା କରୁଛି । ମିଛ କହି ୩ ଜଣ ଙ୍କୁ ବିବାହ କରିଥିଲେ ଆଶିଷ ପଟନାୟକ । ଆଶିଷ ର ଡାକ୍ତରୀ କାଗଜ ପତ୍ର କୁ ଯାଞ୍ଚ କରୁଛି ପୋଲିସ ।

 କଟକ ଏସ୍‌ସିବି ମେଡିକାଲ୍‌ର ଡାକ୍ତର ଆଶିଷ ପଟ୍ଟନାୟକ ଏବେ ସୁଦ୍ଧା ୪ ଜଣଙ୍କୁ ବିବାହ କରିସାରିଛନ୍ତି। ଏନେଇ ତୃତୀୟ ପତ୍ନୀଙ୍କ ଅଭିଯୋଗ ପରେ ମହିଳା ଥାନା ପୁଲିସ ଡାକ୍ତର ଆଶିଷ ପଟ୍ଟନାୟକଙ୍କୁ ଗିରଫ କରିଛି । ପାହାଳ ନିକଟସ୍ଥ ଏକ ହସ୍ପିଟାଲରୁ ତାଙ୍କୁ ଗିରଫ କରାଯାଇଛି । ତେବେ ଡାକ୍ତରଙ୍କ ବିରୋଧରେ ମିଛ ବାହାଘର ଯୋଗେ ପତ୍ନୀଙ୍କୁ ଠକିଥିବା ଅଭିଯୋଗ ରହିଛି ।

Leave A Reply

Your email address will not be published.