Browsing Category

State

ନଅଟି ଯାକ ନମୁନା ଆସିଲା ନେଗେଟିଭ

୨୧.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) :  କରୋନା ମୁକାବିଲାରେ ରାଜ୍ୟକୁ କିଛିଟା ଆସ୍ୱସ୍ଥି ମିଳିଛି l କରୋନା ପାଇଁ ଯାଇଥିବା ନଅଟି ନମୁନା ମଧ୍ୟରୁ ନଅଟି ରିପୋର୍ଟ ନେଗେଟିଭ ଆସିଛି ।   ଯାହା ରାଜ୍ୟ ସରକାରଙ୍କୁ ଆସ୍ୱସ୍ଥି…
Read More...

କରୋନା କୁନେଇ ଆହୁରି ବଢ଼ିଲା କଟକଣା

୨౦.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଓଡ଼ିଶାରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଆହୁରି ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର l ରାଜ୍ୟରେ କରୋନା କଟକଣାକୁ ଆହୁରି ବଢ଼ାଇଦିଆଯାଇଛି l ନିଜ ଘର ଛଡା 7ଜଣରୁ ଅଧିକ…
Read More...

ଓଡ଼ିଶାରେ ଆଉ ଜଣେ କରୋନା ପଜେଟିଭ

୨౦.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବ ପରେ ଏହା ହେଉଛି ଦ୍ଵିତୀୟ କରୋନା ସଂକ୍ରମିତ l ପୂର୍ବ ସଂକ୍ରମିତ ଯୁବକ…
Read More...

କରୋନାକୁ ନେଇ ବାଗଚୀଙ୍କ ସୂଚନା

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  କରୋନାକୁ ନେଇ 24 ଘଣ୍ଟାର ସୂଚନା ଦେଇଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ I ବାଗଚୀ କହିଛନ୍ତି ଏପର୍ଯ୍ୟନ୍ତ 61 ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି I ଜଣକୁ ବାଦ ଦେଲେ…
Read More...

କIଲି ଠାରୁ ବନ୍ଦ ରହିବ କାଳିଆ ଦର୍ଶନ

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): କlଲି ଠାରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ l କରୋନା ଭାଇରସ ପାଇଁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ନିମନ୍ତେ ଏପରି ନିଷ୍ପତି ନେଇଛନ୍ତି ଶ୍ରୀ ମନ୍ଦିର ପ୍ରଶାସନ I ଆସନ୍ତା…
Read More...

ସରକାରୀ କର୍ମଚାରୀଙ୍କ ଉପରେ କରେନା କଟକଣା

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ସରକାରୀ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ କରୋନା କଟକଣ ଲଗାଯାଇଛି l ଯଦି କୌଣସି କର୍ମଚାରୀଙ୍କୁ ଥଣ୍ଡା ,କାଶ , ଜ୍ୱର ହୁଏ ତେବେ ମିଳିବ 14 ଦିନ ଛୁଟି ର ମହଲତ l କର୍ମଚାରୀମାନେ ହୋମ…
Read More...

ଫେରିଲା ଜଗନ୍ନାଥଙ୍କ ଜମା ଟଙ୍କା

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ୟେସ ବ୍ୟାଙ୍କ ରୁ ଉଠିଲା ମହା ପ୍ରଭୁଙ୍କର ଜମା ଥିବା ଟଙ୍କା l ଇ ଟାନ୍ସଫର ମାଧ୍ୟମରେ ଶ୍ରୀମନ୍ଦିର ଏସବିଆଇ ଆକାଉଣ୍ଟକୁ ଟଙ୍କା ଫେରିଲା । ୩୮୯ କୋଟି ଟଙ୍କା ମାଚ୍ୟୁରିଟି ହୋଇଥିବାରୁ…
Read More...

କାହିଁକି କମିଲା ମୋ ବସର ଯାତ୍ରୀ ସଂଖ୍ୟା ?

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ଦିନକୁଦିନ କମିବାରେ ଲାଗିଛି ମୋ ବସର ଯାତ୍ରୀଙ୍କ ସଂଖ୍ୟା l ଦିନକୁ 1 ଲକ୍ଷ 20 ହଜାର ରୁ ଉର୍ଦ୍ଧ ଲୋକ ଯାତ୍ରା କରୁଥିବାବେଳେ ବର୍ତ୍ତମାନ ତାହା ହ୍ରାସ ଘଟି 70 ହଜାରରେ ପଂହଁଚିଛି l…
Read More...

ସାମାଜିକ ଦୂରତା କିପରି ରକ୍ଷା କରିବା ?

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ପ୍ରାଣଘତି କରୋନା ଭାଇରସ ଠାରୁ ଦୁରେଇ ରହିବାକୁ ହେଲେ ଆମେ ସାମାଜିକ ଦୂରତା ବଜାୟ ରଖିବା ଉଚିତ l ତେଣୁ କଣ ଏହି ସାମାଜିକ ଦୂରତା କିପରି ଆମ୍ଭେମାନେ ଏହାକୁ ପାଳନ କରିବା ଆସନ୍ତୁ…
Read More...

ନବୀନ ବଡ ଭଉଣୀ ଗୀତl ମେହେଟ୍ଟାଙ୍କ ପାଞ୍ଜିକରଣ କରିବାସହ କଲେ ଏପରି ଟୁଇଟ

୧୮.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ବିଦେଶ ଫେରନ୍ତାଙ୍କ ଲାଗି ଉଦ୍ଦିଷ୍ଟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣକୁ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଡ ଭଉଣୀ ଗୀତା…
Read More...