Browsing Category

State

ବ୍ରହ୍ମପୁର ମହାନଗର ନିଗମ ନେଲା ଏପରି ନିଷ୍ପତ୍ତି

ବ୍ରହ୍ମପୁର ମହାନଗର ନିଗମର ସଫେଇ କର୍ମଚାରୀ ମାନଙ୍କୁ ମାକ୍ସ ଏବଂ ଗ୍ଲୋଭସ୍ ପିନ୍ଧିବା ଉପରେ ଗୁରୁତ୍ଵ ଦିଆଯାଇଛି l ଏହି ନିଗମରେ ପ୍ରାୟ 1400 ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ କାର୍ଯ୍ୟକରୁଛନ୍ତି l ଏନେଇ ବ୍ରହ୍ମପୁର ମହାନଗର…
Read More...

କାହିଁକି ପାସ ବ୍ୟବସ୍ଥା ବାତିଲ କଲେ ପୋଲିସ କମିଶନର ?

ସ୍ଵତନ୍ତ୍ର ପାସ ବ୍ୟବସ୍ଥା କୁ ବାତିଲ କରିଛନ୍ତି ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ l ପାସ ପାଇଁ ଭିଡ଼ ହେବାରୁ ପାସ ବ୍ୟବସ୍ଥା କୁ ବାତିଲ କରାଗଲା ବୋଲି ସ୍ପଷ୍ଟ କରିଛନ୍ତି l ଚଳପ୍ରଚଳ ବେଳେ ପରିଚୟ ପତ୍ର ବ୍ୟବହାର କରନ୍ତୁ…
Read More...

ରାଜ୍ୟରେ କରୋନା ପଜେଟିଭଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ରାଜ୍ୟରେ ଦୁଇ କରୋନା ପଜେଟିଭ ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି l ସେ କହିଛନ୍ତି ବର୍ତ୍ତମାନ ଆମେ ଷ୍ଟେଜ ଟୁ ରେ ଅଛୁ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ l ରାଜ୍ୟର…
Read More...

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଘରେ ପହଁଞ୍ଚିବ ଭତ୍ତା ଏବଂ ପିଡିଏସ୍

କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପମାନ ଗ୍ରହଣ କରୁଛନ୍ତି l ଆଜି ଠାରୁ ସମସ୍ତ ଜିଲ୍ଲା ଗୁଡିକୁ ଲକ୍ ଡାଉନ୍ କରିବା ପରେ ଘରେ ଘରେ ପେନସନ୍ ଓ ପିଡିଏସ୍ ସମଗ୍ରୀ ପହଞ୍ଚାଇବା ପାଇଁ ରାଜ୍ୟ…
Read More...

ଆଜି ରାଜ୍ଯବାସୀ ଙ୍କୁ ଭିଡିଓ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ l

କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି l ତେବେ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଗଣମାଧ୍ୟମ ଜରିଆରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି l କରୋନା ଭାଇରସ୍ ପାଇଁ…
Read More...

ଆଜି ମଧ୍ୟରାତ୍ରରୁ 30ଟି ଜିଲ୍ଲାରେ ଲାଗୁ ହେବ ଲକ୍ ଡାଉନ

ମହାମାରୀ କରୋନା ସଂକ୍ରମଣରୁ ବର୍ତିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ 30ଟି ଜିଲ୍ଲାକୁ ଲକ୍ ଡାଉନ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି l ଏହି ନିଷ୍ପତ୍ତିକୁ ଆଜି ଅପରାହ୍ନ 4.30ରେ ବିଧିବଦ୍ଧ ଭାବରେ କରୋନା ମୁକାବିଲା ପାଇଁ…
Read More...

ଆହୁରି କଠୋର ହେଲେ ରାଜ୍ୟ ସରକାର: କରୋନା ପାଇଁ ୧୪ ଜିଲ୍ଲାକୁ ବଢ଼ିଲା ଲକଡାଉନ୍ କଟକଣା

କରୋନା ବିରୋଧୀ ମହାଲଢ଼େଇ ପାଇଁ ରାଜ୍ୟରେ ଆହୁରି କଠୋର ହେଲା କଟକଣା । ଆସନ୍ତାକାଲିଠାରୁ ରାଜ୍ୟର ଆଉ ୯ଟି ଜିଲ୍ଲା ପାଇଁ ଲକଡାଉନ୍ ଘୋଷଣା ହୋଇଛି । ଏଥିସହ ନାକାବନ୍ଦୀ ଜିଲ୍ଲା ସଂଖ୍ୟା ୫ରୁ ବଢ଼ି ୯ରେ ପହଞ୍ଚିଛି ।…
Read More...

ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନI ଏହି ପାଞ୍ଚ ଜିଲ୍ଲାକୁ ହୋଇପାରେ ବର୍ଷl

୨୧.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଆଜି ଅପରାହ୍ନରେ ଭୁବନେଶ୍ୱରରେ ପ୍ରବଳ ବର୍ଷl ସହ କେତେକ ସ୍ଥାନରେ କୁଆପଥର ବର୍ଷI ଦେଖାଦେଇଛି l ଆଂଚଳିକ ପାଣିପାଗ କେନ୍ଦ୍ର 36 ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷl…
Read More...

କାହିଁକି କlଲି ଗଡିବନି କୌଣସି ଘରୋଇ ବସ ?

୨୧.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) :  କରୋନାର ଭୟାଭୟତାକୁ ଦୃଷ୍ଟିରେ ରଖି ଆସନ୍ତା କଲି ସାରା ଦେଶ ପାଳୁଛି ଜନତା କର୍ଫ୍ୟୁ I କଲି ସକାଳ 7ରୁ ରାତି 9 ଟା ପର୍ଯ୍ୟଙ୍କ କର୍ଫ୍ୟୁ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି ପ୍ରଧାନ…
Read More...

ମାଲକାନଗିରିରେ ମୃଦୁ ଭୂମିକମ୍ପ ଅନୁଭୂତ

୨୧.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଆଜି ମାଲକାନଗିରିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ 11ଟା 19 ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4.2 ରେକର୍ଡ…
Read More...