Browsing Category

State

ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଦୁନିଆକୁ ଅଲବିଦା କହିଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ । ଦୀର୍ଘ ଦିନ ଧରି କ୍ୟାନସରେ ପୀଡ଼ିତ ହେବା ପରେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତେବେ…
Read More...

ରାଜ୍ୟ ମାତ୍ସ୍ୟ ନିର୍ଦ୍ଦେଶକଙ୍କ ପରିଦର୍ଶନ

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ପରିଶ୍ରମ କେବେ ବୃଥା ଯାଏନି। ଉଚ୍ଚ ଶିକ୍ଷିତ ଶିକ୍ଷିତା ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ଏକମାତ୍ର ହିଁ ବିକଳ୍ପ ନୁହେଁ। ଦୃଢ ଆତ୍ମବିଶ୍ବାସର ସହିତ କିଛି ନୂଆ କରି ମଧ୍ୟ ସ୍ବାବଲମ୍ବୀ ହୋଇପାରିବ।…
Read More...

କ୍ୟାନସର ରୋଗ ଉପରେ ମିଳିତ ସର୍ଭେ

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): କ୍ୟାନସର ବା କର୍କଟ ରୋଗ ନାଁ ଶୁଣିବା ମାତ୍ରେ ଲୋକଙ୍କ ମନରେ ଛନକା ପସିଯାଏ। କିଛି ଲୋକ ମଧ୍ୟ ମନେମନେ ଭାବି ନିଅନ୍ତି ଯେ, କର୍କଟ ରୋଗରେ ପୀଡିତ ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ। ଏପରିକି ଏହି ରୋଗ…
Read More...

ପୁଣି ପିଆଜ ଦର ଦୁଇଗୁଣ

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ମାସକରେ ଡବଲ । ଦିନ କେଇଟାରେ ପିଆଜ ଦର ଦୁଇଗୁଣ ବଢିଯାଇଛି । କଟକ ଛତ୍ର ବଜାରରେ ଭଲ ଜାତିଆ ପିଆଜ ଏବେ କିଲୋ ପିଛା ୬୦ ଟଙ୍କାରେ ବିକ୍ରୀ ହେଲାଣି । ଉପରମୁଣ୍ତରେ ଦର ନକମିଲେ , ଆଗକୁ ପିଆଜ ଦର…
Read More...

ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ପାଇଁ ବୈଠକ

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ହିନ୍ଦୁ ଧର୍ମର ଧାର୍ମିକ ମାସ ଯାହାକୁ କାର୍ତ୍ତିକ ମାସ ବୋଲି କୁହାଯାଏ। ତେବେ ଏହି ମାସରେ ବିଭିନ୍ନ ବ୍ୟକ୍ତି ହବିଷ କରିଥାନ୍ତି। ତେବେ ଏଥି ପାଇଁ ରାଜ୍ୟ…
Read More...

ରାଜ୍ୟପାଳ ଆଜି ଛାଡ଼ିବେ ଓଡ଼ିଶା

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଓଡ଼ିଶା ଛାଡ଼ିବେ। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସେହିପରି ନୂଆ…
Read More...

ବୟୋଶ୍ରୀ ଯୋଜନାରେ ହିତାଧିକାରୀ ଚିହ୍ନଟ

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ହିତାଧିକାରୀ ଚିହ୍ନଟ ଶିବିର ଗୁରୁବାର ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଆସନ୍ତା ୨୮ ତାରିଖ ଅର୍ଥାତ ଆସନ୍ତା କାଲି ପଡୁଛି କୁମାର ପୂର୍ଣ୍ଣିମା । ଆଉ ଏଥର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ। ତେବେ ଚନ୍ଦ୍ର ଗ୍ରହଣ ଥିବାରୁ ନିତିକନ୍ତିକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି…
Read More...

ଧାରୁଆ ଅସ୍ତ୍ରରେ ପ୍ରହାର, ରକ୍ତ ଜୁଡୁବୁଡୁରେ ମୃତଦେହ

ଓଡ଼ିଆ ନ୍ୟୁଜ,ମୟୂରଭଞ୍ଜ: ଧାରୁଆ ଅସ୍ତ୍ର ରେ ତଣ୍ଟି କାଟି ହତ୍ୟା ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କଲା ପୋଲିସ | ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଝଲଡୁଙ୍ଗୁରି ଗ୍ରାମର ଏକ ପୋଲ…
Read More...

ବିଧବା ମହିଳାଙ୍କଠୁ ଲଂଚ ନେବା ବେଳେ ଧରାପଡ଼ିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଓଡ଼ିଆ ନ୍ୟୁଜ, (ଭଦ୍ରକ):  ଜୀବନରେ ଅନେକ ଦୁଃଖଦ କାହାଣୀ ଆପଣ ଦେଖିଥିବେ, ହେଲେ ଆଜି ଆମେ ଜଣେ ୪୫ ବର୍ଷୀୟା ଅସହାୟ ବିଧବା ମହିଳାଙ୍କ କାହାଣୀ ଦେଖାଇବୁ ଯିଏ ଦୁଃଖ କଷ୍ଟରେ ଆବାସ ଯୋଜନାରେ ଘର କରି ସାରିବା ପରେ ସରକାରୀ…
Read More...