Browsing Category

State

ଗଣତନ୍ତ୍ର ହତ୍ୟକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୁଶପୁତଳିକା ଦାହ କଲା କଂଗ୍ରେସ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାହୁଲ ଗାନ୍ଧୀ ଡରିଯିବାର ନେତା ନୁହନ୍ତି । ଭୟ ଦେଖାଇ ତାଙ୍କ ସ୍ୱରକୁ କେହି ଚାପି ପାରିବ ନାହିଁ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ପ୍ରଥମ ଥର ପାଇଁ ଭାରତ ବର୍ଷର…
Read More...

ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଜେପିର ଅଭିଯୋଗ ‘ରାଜ୍ୟରେ ଦଳିତ ନିର୍ଯାତନା…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶାରେ ଶାସକ ବିଜେଡି ଦଳିତଙ୍କ ଭୋଟରେ ଶାସନ କ୍ଷମତା ଅକ୍ତିଆର କରିଥିବାବେଳେ ଦଳିତଙ୍କ ବିକାଶ ପାଇଁ କୌଣସି ଆନ୍ତରିକତା ରଖୁନାହିଁ । ବରଂ ଦଳିତଙ୍କୁ ଶୋଷଣ କରି, ଦଳିତଙ୍କୁ ଧୋକା ଦେଇ ଶାସକ…
Read More...

କେମିତି ଚାଲିଛି ସ୍ବଚ୍ଛ ପରୀକ୍ଷା? ସବୁ ପ୍ରଶ୍ନପତ୍ର ୟୁଟ୍ୟୁବରେ ଭାଇରାଲ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଗତ ୨୧ ତାରିଖରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବାର୍ଷିକ ପରୀକ୍ଷା ଚାଲିଛି। ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ତେବେ ଛାତ୍ରୀଛାତ୍ର…
Read More...

ବଲାଙ୍ଗିର: ସଡ଼କ ଦୁର୍ଘଟଣାରେ ୨ ମୃତ ଓ ୨ ଗୁରୁତର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବେଲପଡା ଥାନା ଅନ୍ତର୍ଗତ ଧୂମାଭଟା ସ୍ଥିତ ଅନାଥ ଆଶ୍ରମ ନିକଟରେ ରାସ୍ତାରେ ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର…
Read More...

ଅନ୍ୟରଜ୍ୟର drop out ତଥ୍ୟ ଦେଇ ନିଜ ଦୋଷ ତ୍ରୁଟିକୁ ଲୁଚାଇବାକୁ ଗଣଶିକ୍ଷା ମନ୍ତ୍ରୀ ଚେଷ୍ଟା କରିଛନ୍ତି: ବିରୋଧୀ ଦଳ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍କୁଲ ରୂପାନ୍ତରିକରଣ 5T ନାମରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ; ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ସରକାରଙ୍କୁ ଟାର୍ଗେଟ କରିଛନ୍ତି।…
Read More...

ଗର୍ବ ହୋଇଗଲା ଖର୍ବ, ଭୁଲ ପାଇଁ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଅର୍ଥ ଦଣ୍ଡ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଅନୁଗୋଳ ଜିଲ୍ଲା ନାଲକୋ ଅଞ୍ଚଳରର କହେଁଇ ନଗରରେ ରହୁଥିବା ଚନ୍ଦ୍ର ଶେଖର ସାହୁ ୨୦୧୯ ମସିହା ଜୁନ ମାସ ୧୮ ତାରିଖ ରେ ଅନୁଗୋଳର ଖାଉଟି ଅଦାଲତରେ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ବିରୋଧରେ…
Read More...

ରାହୁଲ ଗାନ୍ଧୀଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ରାଜ୍ୟ କଂଗ୍ରେସ ତାଙ୍କ ପଛରେ ପାହାଡ଼ ଭଳି ଛିଡ଼ା ହୋଇଛି ଏବଂ ହୋଇରହିବ-…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତ ବର୍ଷର ଗଣତନ୍ତ୍ର ଆଜି ବିପନ୍ନ । ନରେନ୍ଦ୍ର ମୋଦି ସରକାର ବ୍ୟକ୍ତିର ବାକ୍ ସ୍ୱାଧୀନତା ଉପରେ ସଂପୂର୍ଣ୍ଣରୂପେ ରୋକ ଲଗାଇବା ପାଇଁ ଆଜିକୁ ୮ବର୍ଷ କାଳ କାର୍ଯ୍ୟ କରୁଛି । ଏକଛତ୍ର ବାଦ ଶାସନ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ, ଆତିଥ୍ୟ ପାଇଁ ଖୁସି ହେଲେ ଦିଦି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମହା…
Read More...

ଏ ବର୍ଷ ବଢିବନି ବିଜୁଳି ଦର, ୟୂନିଟ ପିଚ୍ଛା ଯେତିକି ଦେଉଥିଲେ ସେତିକି ଦେବେ: OERC ପକ୍ଷରୁ ସୂଚନା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ୨୦୨୩-୨୪ ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ବିଜୁଳି ଦର। ଏନେଇ OERC ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବଭଳି ପ୍ରଥମ 50 ୟୁନିଟ ପାଇଁ 3 ଟଙ୍କା, 50 ରୁ 200 ୟୁନିଟ ପାଇଁ 4 ଟଙ୍କା 80 ପଇସା , 200…
Read More...

ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ, ଆମ୍ବୁଲାନ୍ସ ନଆସିବାରୁ ମେଡିକାଲ ପର୍ଯ୍ୟନ୍ତ ଠେଲାରେ ଆଣିଲେ ପରିବାର ଲୋକେ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆମୁଲାନ୍ସ ନଆସିବାରୁ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କୁ ଠେଲାରେ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିଲେ ପରିବାର ଲୋକେ। ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର…
Read More...