ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସିବିଆଇ ଶୁକ୍ରବାର (ମଇ ୧୨) ଆର୍ୟ୍ୟନ୍ ଖାନ କ୍ରୁଜ୍ ମାମଲା ସହ ଜଡିତ ଦୁର୍ନୀତି ମାମଲାରେ ଏନସିବି ମୁମ୍ବାଇର ପୂର୍ବତନ ମୁଖ୍ୟ ସମୀର ୱାନକେଡେଙ୍କ ଘରେ ଚଢାଉ କରିଛି।
ସିବିଆଇ କହିଛି ଯେ ଦିଲ୍ଲୀ, ମୁମ୍ବାଇ ଏବଂ ରାଞ୍ଚି ସମେତ ୧୯ ଟି ସ୍ଥାନରେ ଚଢାଉ କରାଯାଇଛି।

Next Post