କେନ୍ଦ୍ର ସ୍ଵାସ୍ଥ୍ଯ ମନ୍ତ୍ରାଳୟ ଦେଲେ ଏପରି ସୂଚନା

0

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 724 ଥିବା ବେଳେ ମୃତକଙ୍କ ସଂଖ୍ଯା 17 ରେ ପହଞ୍ଚିଛି l ଅନ୍ୟପକ୍ଷରେ ବିଶ୍ୱର 198 ଦେଶକୁ ଏହି ଭାଇରସ୍ କାୟା ବିସ୍ତାର କରିଛି l ତେବେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି l 81 ହଜାର 782 ଜଣ ଆମେରିକାରେ ସଂକ୍ରମିତ ହୋଇଥିବା ବେଳେ ଇଟାଲିରେ 80 ହଜାର 598 ଜଣ ଆକ୍ରାନ୍ତ ହୋଇଛନ୍ତି l

Leave A Reply

Your email address will not be published.