କମ୍ରେଡ ମଧୁସୂଦନ ନାଏକ ବିଧାୟକ ପାର୍ଥୀ ପତ୍ର ଦାଖଲ କଲେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କମ୍ରେଡ ମଧୁସୂଦନ ନାଏକ ବିଧାୟକ ପାର୍ଥୀ ପତ୍ର ଦାଖଲ କଲେ | ସାରସକଣା ନିର୍ବାଚନ ମଣ୍ଡଳୀର ସଂଗ୍ରାମୀ ବିଧାୟକ ପ୍ରାର୍ଥୀ ଏସ ୟୁ ସି ଆଇ କମ୍ରେଡ ମଧୁସୂଦନ ନାଏକ |

ରାଇରଙ୍ଗପୁର ସହରରେ ସହର ପରିକ୍ରମା କରି ଉପଖଣ୍ଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ସାରସକଣା ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣି ଅଫିସର ଏସ ଟି ଏସି ୨୭ ଠାରେ ବିଧାୟକ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ |

ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ସାରସକଣା ବିଧାନ ସଭା ମଣ୍ଡଳୀର ଲୋକେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ରୋଜଗାର ରେ ପଛୁଆ ହୋଇରହିଛନ୍ତି | ଶ୍ରୀ ମଧୁସୂଦନ ସେମାନଙ୍କ ଅବସ୍ଥା ସୁଧାବିବା ପାଇଁ ବଦ୍ଦପରିକର ଭାବେ କାମ କରିବେ ବୋଲି ପଣ କରିଥିଲେ | ଏଥିରେ ତାଙ୍କର ସମର୍ଥକ ଓ ପ୍ରସ୍ତାବକଗଣ ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ |

Leave A Reply

Your email address will not be published.