ବାଲେଶ୍ବର ଚାନ୍ଦିପୁର ପାତ୍ରପଡା ରାସ୍ତାରେ ଗଣ୍ଡଗୋଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବର ଚାନ୍ଦିପୁର ପାତ୍ରପଡା ରାସ୍ତାରେ ଗଣ୍ଡଗୋଳ ଘଟଣା, ମୁନସିପାଲଟି ଅନ୍ତର୍ଗତ ସହରର ସମସ୍ତ ସ୍ଥାନରେ କଫ୍ୟୁ ଜାରି କରାଯିବା ସହିତ ବିଭିନ୍ନ ସ୍ଥାନରେ ୪୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ବିଭିନ୍ନ ସ୍ଥାନରେ ଥିବା ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ର ବରିଷ୍ଠ ଅଧିକାରୀ ନଜର ରଖିଛନ୍ତି।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଲୋକଙ୍କୁ ଅପିଲ ସହିତ ଶାନ୍ତି କମିଟି ସହିତ ଆଲୋଚନା କରାଯାଇଛି। ଅତି ଆବଶ୍ୟକ କାର୍ଯ୍ୟ ମେଡିକାଲ କାର୍ଯ୍ୟ ଥିଲେ ଯାଇପାରିବେ | ଯେଉଁମାନେ ଆଇନକୁ ହାତକୁ ନେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲେଶ୍ବର ଏସପି ସାଗରିକା ନାଥଙ୍କ ସୂଚନାଦେଇଛନ୍ତି ।

ସହରରେ ଆଜି ସ୍କୁଲ, କଲେଜ ସହିତ ଦୋକାନ ବଜାର ବ୍ୟବସାୟୀ କ ପ୍ରତିଷ୍ଠାନ ବନ୍ଦ ରହିଛି।ଅନିର୍ଦ୍ଦିଷ୍ଟ ସମୟ ପଯ୍ୟନ୍ତ କଫ୍ୟୁ ଲାଗୁ ହେବା ସହିତ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେଇ ସୂଚନା ଦିଆଯିବ।ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ଭାବେ ପରିସ୍ଥିତି ନିୟନ୍ତ୍ରଣ ଥିବା ସୂଚନା

Leave A Reply

Your email address will not be published.