କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୁଣି କରୋନା ସଂକ୍ରମିତ ଚିହ୍ନଟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ପ୍ରିୟଙ୍କାଙ୍କ କରୋନା ପରୀକ୍ଷା ରିପୋର୍ଟ ସକରାତ୍ମକ ଆସିବା ପରେ ସେ ଘରେ ଆଇସୋଲେସନରେ ରହିବେ ଏବଂ ସମସ୍ତ କରୋନା ନିୟମ ପାଳନ କରିବେ ।

ଗତ ଗିଛି ଦିନ ତଳେ ସେ କରୋନା ପଜିଟିଭ୍ ହୋଇଥିଲେ । ନିଜକୁ ଆଇସୋଲେଟ୍ କରିଥିଲେ । ଏବେ ପୁଣି କରୋନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ସହିତ ମିଶିଥିବା ସମସ୍ତ ଲୋକ ନିଜକୁ କରୋନା ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.