କଟକ SCBରେ ଲଜ୍ଜା

0

ଓଡ଼ିଆ ନ୍ୟୁଜ୍: ICUରେ ମହିଳା ରୋଗୀଙ୍କୁ ଅସଦାଚରଣ ଅଭିଯୋଗ।ମେଡିସିନ୍‌ ୱାର୍ଡ ICUରେ ଅସଦାଚରଣ ଅଭିଯୋଗ।ଅଭିଯୁକ୍ତ କର୍ମଚାରୀକୁ ଗିରଫ କଲା ମଙ୍ଗଳାବାଗ ପୋଲିସ।କର୍ମଚାରୀ ଜଣଙ୍କ ଥାର୍ଡ ପାର୍ଟି ଅଧୀନରେ କାମ କରୁଥିବା ସୂଚନା। କଟକ ସହରସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ୍‌ ଏବଂ ଡାକ୍ତରଖାନାରେ ଏହି ଅଭାବନୀୟ ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ମଙ୍ଗଳାବାଗ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

Leave A Reply

Your email address will not be published.