R&B ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ବର ଶବର ଗିରଫ

0

ଓଡ଼ିଆ ନ୍ୟୁଜ୍: ଭବାନୀପାଟଣା R&B ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ବର ଶବର ଗିରଫ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ। ୯୭ ପ୍ଳଟ୍‌ ସହିତ ୮୩ ଏକର ଜମି ଠାବ ପରେ ଗିରଫ। ୪ଟି ବହୁତଳ କୋଠା ସହ ମୋଟ ୫ଟି କୋଠା ପାଇଥିଲା ଭିଜିଲାନ୍ସ। ୧୭ ଏକରର ଦୁଇଟି ଫାର୍ମ ହାଉସ୍‌ ମଧ୍ୟ ଠାବ ହୋଇଥିଲା। ୮ କ୍ୟାବିନ୍‌ ବିଶିଷ୍ଟ ଏକ ମାର୍କେଟ କମ୍ପ୍ଲେକ୍ସ ଠାବ ହୋଇଥିଲା।

Leave A Reply

Your email address will not be published.