ଭଦ୍ରକ ଜିଲ୍ଲା ପୂର୍ବତନ ସଭାପତି ରାୟ ରାମାନନ୍ଦ ମହାପାତ୍ରଙ୍କ ଅକାଳ ବିୟୋଗ, ରାଜ୍ୟ ବିଜେପିର ଶୋକ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଭଦ୍ରକ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜିବୀ ଏବଂ ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ରାୟ ରାମାନନ୍ଦ ମହାପାତ୍ରଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଶାନ୍ତ ଏବଂ ଅମାୟିକ ବ୍ୟକ୍ତି ଭାବେ ପରିଚିତA ଦକ୍ଷ ସଂଗଠକ ଓ ପ୍ରଭାବଶାଳୀ ରାଜନୀତିଜ୍ଞ ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗ ଭଦ୍ରକ ଜିଲ୍ଲାବାସୀଙ୍କ ସମେତ ପାର୍ଟି ପାଇଁ ଅପୁରଣୀୟ କ୍ଷତି । ସ୍ୱର୍ଗତଃ ମହାପାତ୍ରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ବିଜେପି ନେତୃବୃନ୍ଦ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.