କଟକ ଚଣ୍ଡୀଙ୍କ ମନ୍ଦିର ପରିଦର୍ଶନ କଲେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ, ଉନ୍ନତି ବିଷୟରେ କଲେ ଆଲୋଚନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକରେ ଫାଇଭ ଟି ସଚିବ। ମା କଟକ ଚଣ୍ଡୀଙ୍କ ମନ୍ଦିର ପରିଦର୍ଶନ କଲେ ଫାଇଭ ଟି ସଚିବ। ମା ଙ୍କ ଦର୍ଶନ କରିବା ସହ ମନ୍ଦିର ପ୍ରକଳ୍ପ ଉନ୍ନତିକରଣ କାର୍ଯ୍ୟର କଲେ ସମୀକ୍ଷା। ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କଲେ ଭି.କେ ପାଣ୍ଡିଆନ। କଟକ ଜିଲ୍ଲାପାଳ, ସିଏମସି କମିଶନର ଓ କଟକ ଡିସିପି ଉପସ୍ଥିତ।

ବର୍ଷା ଜଳ ନିଷ୍କାସନ, ପାର୍କିଙ୍ଗ ସମସ୍ୟା, ମନ୍ଦିର ବେଢା ଭିତରେ ଭିଡ଼ ସମସ୍ୟା ସମ୍ପର୍କରେ ବିଶେଷ ଭାବରେ ଫାଇଭ ଟି ସଚିବ ଙ୍କ ସହ ଆଲୋଚନା କରାଗଲା। ସୌନ୍ଦର୍ଯ୍ୟକରଣ ନେଇ ମଧ୍ୟ ଆଲୋଚନା କରାଗଲା। ଆସନ୍ତା ସାତ ଦିନ ଭିତରେ ଏକ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଲେ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ସୂଚନା।

Leave A Reply

Your email address will not be published.