ISIS ମୁଖ୍ୟ ଅବୁ ଅଲ୍-ହସନ୍ ଅଲ୍ କ୍ୟୁରେସୀ ଗିରଫ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):  ଦେଶର କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ISISର ମୁଖ୍ୟ ଅବୁ ଅଲ୍-ହସନ୍ ଅଲ୍ କ୍ୟୁରେସୀକୁ ଇସ୍ତାନବୁଲରେ ଗିରଫ କରାଯାଇଛି । ଇସ୍ତାନବୁଲ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି । ହସନଙ୍କ ଗିରଫଦାରୀ ପରେ ଇସ୍ତାନବୁଲ ରାଷ୍ଟ୍ରପତି ରେସେପ୍ ତଇପ୍ ଏର୍ଦ୍ରୋଆନ ଖବୁଶୀଘ୍ର ଐପଚାରିକ ଘୋଷଣା କରିପାରନ୍ତି ।

ଅବୁଲ-ଅଲ୍ ହସନ୍ ଗୋଟିଏ ଘରେ ଲୁଚିଥିବା ସୂଚନା ମିଳିବା ପରେ ଇସ୍ତାନବୁଲ ପୋଲିସ ସେହି ଘରକୁ ଘେରିଯାଇଥିଲା । ଏହା ପରେ ପୁରା ଯୋଜନାର ସହ ତାକୁ ଗିରଫ କରାଯାଇଥିଲା । ତେବେ ଗିରଫ ସମୟରେ କୌଣସି ଗୁଳି ବିନିମିୟ ହୋଇ ନଥିବା ସୂଚନା ମିଳିଛି ।

 

Leave A Reply

Your email address will not be published.