ଚାରୋଟି ପଞ୍ଚାୟତ ରେ ଶୁଭାରମ୍ଭ ହେଲା ଜୟ ଜଗନ୍ନାଥଙ୍କ ଅର୍ପଣ ରଥ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚାରୋଟି ପଞ୍ଚାୟତ ରେ ଶୁଭାରମ୍ଭ ହେଲା ଜୟ ଜଗନ୍ନାଥଙ୍କ ଅର୍ପଣ ରଥ | କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ବିଭିନ୍ନ ପଞ୍ଚାୟତ ରେ ଶୁଦ୍ଭାରମ୍ଭ ହେଲା ଜୟ ଜଗନ୍ନାଥ ଅର୍ପଣ ରଥ |

ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତ ଜାନୁଆରୀ ୧୭ ତାରିଖ ଦିନ ହେବ ଏନେଇ ପରିପେଷିରେ ବ୍ଳକରୁ ରଥ ବାହାରି ବିଭିନ୍ନ ପଞ୍ଚାୟତ ରେ ପହଁଚିବ |

ପରେ ସରପଞ୍ଚ ଓ ସ୍ୱଂୟ ସହାୟକ ମା ମାନେ ସ୍ୱଗତ ସମ୍ବର୍ଦ୍ଧନା ଜଣାଇଥିଲେ ଆଜି ବଳରାମପୁର ,ଖଲଣା ,ବିରଗୋବିନ୍ଦପୁର ,ତରିମୂଳ ପଞ୍ଚାୟତରେ ରେ ଶୁଭାରମ୍ଭ ହୋଇ ପ୍ରଥମେ ହାତିଶୀଳା ଗ୍ରାମ ପରିକ୍ରମା କରି ଘରେ ଘରେ ବୁଲି ନାମ ସଂକୀର୍ତ୍ତନ କରିବା ସହ ମିଶନ ଶକ୍ତି ମା ମାନେ ହୁଳହୁଳି ଶଙ୍ଖ ବଜାଇ ପ୍ରତ୍ୟେକ ଙ୍କ ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରି ଆଣିଥିଲେ ।

Leave A Reply

Your email address will not be published.