ରାମଚନ୍ଦ୍ରପୁର ପଞ୍ଚାୟତ ରେ ଶୁଭାରମ୍ଭ ହେଲା ଜୟ ଜଗନ୍ନାଥ ଙ୍କ ଅର୍ପଣ ରଥ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାମଚନ୍ଦ୍ରପୁର ପଞ୍ଚାୟତ ରେ ଶୁଭାରମ୍ଭ ହେଲା ଜୟ ଜଗନ୍ନାଥ ଙ୍କ ଅର୍ପଣ ରଥ | କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ରାମଚନ୍ଦ୍ରପୁର ପଞ୍ଚାୟତ ରେ ଶୁଦ୍ଭାରମ୍ଭ ହେଲା ଜୟ ଜଗନ୍ନାଥ ଅର୍ପଣ ରଥ|

ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତ ଜାନୁଆରୀ ୧୭ ତାରିଖ ଦିନ ହେବ ଏନେଇ ପରିପେଷିରେ ବ୍ଳକରୁ ରଥ ବାହାରି ବିଭିନ୍ନ ପଞ୍ଚାୟତ ରେ ପହଁଚିବା ପରେ ଘଷିପୁରା ବ୍ଲକ ଅଧ୍ୟ ଅଧଖ୍ୟା ସୁଜାତା ସାହୁ , ସରପଞ୍ଚ ପ୍ରଦୀପ ସାହୁ , ସମିତି ସଭ୍ୟ ମନ୍ମଥ ସାହୁ ଓ ସ୍ୱଂୟ ସହାୟକ ମା ମାନେ ସ୍ୱଗତ ସମ୍ବର୍ଦ୍ଧନା ଜଣାଇଥିଲେ |

ଆଜି ରାମଚନ୍ଦ୍ରପୁର ପଞ୍ଚାୟତରେ ରେ ଶୁଭାରମ୍ଭ ହୋଇ ବିଭିନ୍ନ ଗ୍ରାମ ପରିକ୍ରମା କରି ଘରେ ଘରେ ବୁଲି ନାମ ସଂକୀର୍ତ୍ତନ କରିବା ସହ ମିଶନ ଶକ୍ତି ମା ମାନେ ହୁଳହୁଳି ଶଙ୍ଖ ବଜାଇ ପ୍ରତ୍ୟେକ ଙ୍କ ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରି ଆଣିଥିଲେ ।

Leave A Reply

Your email address will not be published.