ଜୋତି ଆରୋରା ଜିତିଲେ ଶ୍ରୀମତୀ ଭାରତ ୨୦୨୩ ଆୱାର୍ଡ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜ୍ୟୋତିଷ ଜ୍ୟୋତି ଆରୋରା ‘ଶ୍ରୀମତୀ ଭାରତ ୨୦୨୩’ ଆଖ୍ୟା ଅର୍ଜନ କରିଛନ୍ତି। ତାଙ୍କ ମୁଣ୍ଡରେ ଏକ ମୁକୁଟ ରଖାଯାଇଥିଲା।

ନିକଟରେ ଦିଲ୍ଲୀରେ ‘ଶ୍ରୀମତୀ ଇଣ୍ଡିଆ ବିୟୁଟି ପେଜେଣ୍ଟ ୨୦୨୩’ ଆୟୋଜିତ ହୋଇଥିଲା।

Leave A Reply

Your email address will not be published.