ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର JE

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗର JE। ଠିକାଦାରଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି। ବିଲ୍‌ କ୍ଲିୟରାନ୍ସ ପାଇଁ ୧ ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସରକାରୀ ବାସଭବନରେ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ।

ଖବର ଅନୁଯାୟୀ, ୧ ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ। ଖଣ୍ଡପଡା ସରକାରୀ ବାସଭବନରେ ନେଉଥିଲେ ଲାଞ୍ଚ। ଏହି ଚଢାଉରେ ଭିଜିଲାନ୍ସ କେଶବଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂହଙ୍କୁ ଧରିଛି । ଏହାପରେ ଉଭୟଙ୍କୁ ଗିରଫ ମଧ୍ୟ କରିଛି ଭିଜିଲାନ୍ସ। ବିଲ୍ ପାସ୍ କରାଇବା ପାଇଁ ଠିକାଦାର ଶିବପ୍ରସାଦ ଖଣ୍ଡୁଆଳଙ୍କ ଠାରୁ ନେଉଥିଲେ ଲାଞ୍ଚ ।

Leave A Reply

Your email address will not be published.