ବଡ଼ସାହି ବ୍ଲକ ସାମ୍ବାଦିକ ସଂଘ ର ପ୍ରେସ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ସାମ୍ବାଦିକ ସଂଘ ର ପ୍ରେସ ଦିବସ ପାଳିତ ହୋଇ ଯାଇଛି | ବଡ଼ସାହି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେବଡ଼ସାହି ସାମ୍ବାଦିକ ସଂଘ ର ପ୍ରଥମ ବୈଠକ ଆଜି ପାଳିତ ହୋଇଯାଇଛି | ବୈଠକ ରେ ସାମ୍ବାଦିକତା ଓ ସମାଜ ରେ ସାମ୍ବାଦିକର ମୂଲ୍ୟବୋଧ ଶୀର୍ଷକ ଆଲୋଚନା ର ବିଷୟ ବସ୍ତୁ ଥିଲା |

ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ କୃଷି ବୈଜ୍ଞାନିକ ଇଂଜିନିଅର ଶ୍ରୀଯୁକ୍ତ ଜଗନ୍ନାଥ ପାତ୍ର ଯୋଗ ଦେଇଥିଲେ | ବରିଷ୍ଠ ଶିକ୍ଷାବିତ୍ତ ଶ୍ରୀଯୁକ୍ତ ସନ୍ତୁଷ କୁମାର ଖଣ୍ଡା ମୁଖ୍ୟ ବ୍ୟକ୍ତା ଭାବେ ଉପସ୍ଥିତ ଥିଲେ | ଉକ୍ତ ବୈଠକ ରେ ସର୍ବୋଶୋମତି କ୍ରମେ ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ଦୀପକ କୁମାର ବୁଗୁଡେଇ ଙ୍କୁ ବଡ଼ସାହି ସାମ୍ବାଦିକ ସଂଘ ର ସଭାପତି ଓ ଶ୍ରୀଯୁକ୍ତ ଛତିଶ କୁମାର ସାହୁ ଙ୍କୁ ସମ୍ପାଦକ ଶ୍ରୀଯୁକ୍ତ ନିରଞ୍ଜନ ମହାନ୍ତ ଙ୍କୁ ଉପସଭା ପତି ଶ୍ରୀଯୁକ୍ତ ସଂଜୀବ କୁମାର ମହାନ୍ତ ସହ ସମ୍ପାଦକ ଓ କୋଷାଧଖ୍ୟ ଶ୍ରୀଯୁକ୍ତ ସମ୍ବିତ କୁମାର ରାଉତ|

ସାମ୍ବାଦିକ ସଂଘ ର ସୁପରିଚାଳନା ପାଇଁ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାପାତ୍ର ଶ୍ରୀଯୁକ୍ତ ଶାନ୍ତୁନୁ ପଣ୍ଡା ଶ୍ରୀଯୁକ୍ତ ପର୍ଶୁରାମ ବେହେରା ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପତି ଶ୍ରୀଯୁକ୍ତ ଅଜିତ କୁମାର ମହାରଣା ଶ୍ରୀଯୁକ୍ତ ଅରୁଣ କୁମାର ପାତ୍ର ଶ୍ରୀଯୁକ୍ତ ସୁବାଶିଷ ଚୌଧୁରୀ ଶ୍ରୀଯୁକ୍ତ ପଦ୍ମଲୋଚନ ମହାନ୍ତ ଶ୍ରୀଯୁକ୍ତ ଆଦିତ୍ୟ ବେହେରା ସମେତ ବହୁ ବରିଷ୍ଠ ସାମ୍ବାଦିକ ତାଙ୍କର ମୂଲ୍ୟବାନ ସମୟ ନଷ୍ଟ କରି ଉକ୍ତ ବୈଠକ ରେ ଯୋଗ ଦେଇଥିବାରୁ ସଂଘ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ଥିଲା |

Leave A Reply

Your email address will not be published.