ମଧ୍ୟପ୍ରଦେଶ ରାଜନୀତି

0

୧୨.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ମଧ୍ୟପ୍ରଦେଶ ରାଜନୀତିରେ ଏକ ବିରାଟ ପରିବର୍ତନ ଦେଖାଦେଇଛି l ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେବା ପରେ ବୁଧବାର ରାତିରେ କଂଗ୍ରେସର ଆଉ ୮ ବିଧାୟକ ରାଜସ୍ଥାନର ଜୟପୁରରେ ପହଂଚିଛନ୍ତି ।କଂଗ୍ରେସର ୧୧୪ ବିଧାୟକଙ୍କ ମଧ୍ୟରୁ ୨୨ ଜଣ ବିଧାୟକ ଇସ୍ତଫା ଦେଇଥିବାବେଳେ କଂଗ୍ରେସ ପାଖରେ ୮୮ ବିଧାୟକ ଅଛନ୍ତି ଏବଂ ବିଜେପି ପାଖରେ ୧୦୭ ବିଧାୟକ ଅଛନ୍ତି І ଜୟପୁରରେ ବିଳାସପୂର୍ଣ୍ଣ ହୋଟେଲରେ କଂଗ୍ରେସର ବିଧାୟକ ରହିଛନ୍ତି ।ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେବା ପରେ ଆଜି ଭୋପାଳ ଫେରୁଛନ୍ତି ସେଥିପାଇଁ ତାଙ୍କୁ ବିଜେପି ପକ୍ଷରୁ ସ୍ୱାଗତ କରାଯିବ I

Leave A Reply

Your email address will not be published.