ମୟୁରଭଞ୍ଜ: ଦୁର୍ଘଟଣା ପରେ ଏକ ବସ୍ ରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦୁର୍ଘଟଣା ପରେ ଏକ ବସ୍ ରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ । ମୟୁରଭଞ୍ଜ ଜିଲ୍ଲା ସହର ଦେଇଯାଉଥିବା ଜାତୀୟ ରାଜପଥ ୧୮ରେ ବସ୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର ପରେ ଉତ୍ତେଜନା ସୃଷ୍ଟି ହୋଇଛି ।
ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଥିବା ସୂଚନା । ଯାତ୍ରୀ ନଥିବା ବସ୍ ଜାଳିଦେଲେ ଲୋକେ । ଗୁରୁତର ଯୁବକ ବାରିପଦା ପଣ୍ଡିତ ରାହୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.