ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ନାବାଳକର ଗୋଡ଼ ଭାଙ୍ଗିଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ନାବାଳକର ଗୋଡ଼ ଭାଙ୍ଗିଲା | ଗାଡ଼ିରେ ଧକ୍କା ଦେଇ ଚାଲିଯାଉଥିବା ବେଳେ ଗାଁ ଲୋକେ ଧରିଲେ ମନ୍ତ୍ରୀଙ୍କୁ। ଘୋଟଣା ସ୍ତଳରେ ଧରିଲେ ଲୋକେ। ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ଗାଡ଼ି ଧକ୍କାରେ ନାବାଳକର ଗୋଡ଼ ଭାଙ୍ଗିଲା, ଧକ୍କା ଡେଇ ଚାଲିଯାଉଥିବା ବେଳେ ଗାଁ ଲୋକେ ଧରିଲେ ମନ୍ତ୍ରୀଙ୍କୁ।

ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ଗାଡ଼ି ଧକ୍କାରେ ନାବାଳକର ଗୋଡ଼ ଭାଙ୍ଗିଲା, ଧକ୍କା ଡେଇ ଚାଲିଯାଉଥିବା ବେଳେ ଗାଁ ଲୋକେ ଧରିଲେ ମନ୍ତ୍ରୀଙ୍କୁ। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ବେଲକଣା ଗାଁରେ, ମନ୍ତ୍ରୀ ସିକରପାଇ ଗାଁ ରେ ଆୟୋଜିତ ଭୋଲିବାଲ ତର୍ଣାମେଣ୍ଟ ଉଯାପିତ କାର୍ଯ୍ୟକ୍ରମର ଯୋଗଦେଇ ଫେରିବା ବେଳେ ବେଲକଣା ଛକ ଠାରେ ଏକ ନାବାଳକକୁ ଧକ୍କା ଦେଈ ଚାଲିଯାଇଥିଲେ |

ସ୍ଥାନୀୟ ବାସିନ୍ଦା ପ୍ରାୟ ଦେଢ ଶହ ମିଟର ଦୌଡ଼ି ଯାଇ ମନ୍ତ୍ରୀଙ୍କୁ ଅଟକେଇ ପ୍ରତିବାଦ କରିଥଲେ। ପରେ ନାବାଳକ ଙ୍କ ଗୋଡ଼ ଭାଙ୍ଗି ଆହାତ ହୋଇଥିବା ବେଳେ ନିଜେ ମନ୍ତ୍ରୀ ତାଙ୍କ ଗାଡ଼ିରେ ବସେଇ ରାୟଗଡ଼ା ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି, ବର୍ତ୍ତମାନ ନାବାଳକ ବିପଦ ମୁକ୍ତ ଅଛନ୍ତୀ।

Leave A Reply

Your email address will not be published.