ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ। ବାସୁଦେବପୁର ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ରେ ଅରନ୍ଦୁଆ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଠାରେ ଓ ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ଅନୁଷ୍ଟିତ ହୋଇ ଯାଇଛି।

ଏହି କାର୍ଯ୍ୟ କର୍ମ ରେ ଶତାଧିକ ବିଦ୍ୟାର୍ଥୀ ଯୋଗଦାନ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଭରୁଚ୍ୟାଲ ଆଲୋଚନା ରେ ଭାଗ ନେଇ ଥିଲେ। ଏହି କାର୍ଯ୍ୟ କର୍ମ ରେ ନିର୍ବାଚନ ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ, ପୂର୍ବତନ ପ୍ରାର୍ଥୀ ଦିନ ବନ୍ଧୁ ପତି, ଅଶୋକ ସାହୁ, ବିଜେପି ଯୁବ ନେତା ମନୋଜ ନାୟକ, ସବ୍ୟସାଚୀ ମହଲା, ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ ଆଦି ଯୋଗ ଦେଇଥିଲେ |

ଡ ପ୍ରତାପ ନାୟକ ବିଜେପି ମଣ୍ଡଳ ସଭାପତି ମୁକ୍ତିକାନ୍ତ ଘଡାଇ, କୈଳାସ ପଣ୍ଡା, ସରପଂଚ ଙ୍କ ପ୍ରତିନିଧି ମୁକ୍ତିକାନ୍ତ ନାୟକ, ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ତପନ ନାୟକ, ବିଭୂତି ପାଣିଗ୍ରାହୀ, ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକ, ସଞ୍ଜୟ ପାତ୍ର, ମହେଶ୍ୱର ଧଳ, ସନ୍ତୋଷ ମହାରଣା, ପ୍ରତାପ ସେନାପତି, ନିର୍ମଳ ପଣ୍ଡା ଙ୍କ ସହ ଅନେକ ବିଜେପି କର୍ମୀ ଉପସ୍ଥିତ ରହି ସଫଳ କରାଇ ଥିଲେ। ଏହି ଅବସର ରେ ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦ ରୁ ବିଭିନ୍ନ ସ୍ଥାନ ରୁ ବହୁ ବିଦ୍ୟାର୍ଥୀ ଯୋଗ ଦେଇଥିଲେ।

Leave A Reply

Your email address will not be published.