ନିରଞ୍ଜନ ପଟ୍ଟନାୟକଙ୍କ ନୟାପଲ୍ଲୀ ସ୍ଥିତ ଘରୁ ଲୁଟ୍

0

ଓଡ଼ିଆ ନ୍ୟୁଜ୍: ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନୟାପଲ୍ଲୀ ସ୍ଥିତ ଘରୁ ଲୁଟ୍। ନୟାପଲ୍ଲୀ ଭିଆଇପି କଲୋନୀ ସ୍ଥିତ ନିରଞ୍ଜନଙ୍କ ବାସଭବନରୁ ଲୁଟ୍‌ ହୋଇଥିବା ନେଇ ସୂଚନା ମିଳିଛି । ଘରେ କେହି ନଥିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଆଲମିରା ଲକର୍‌ ତାଡ଼ି ୫୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି।

ସିସିଟିଭି ଫୁଟେଜକୁ ଆଧାର କରି ଘଟଣାସ୍ଥଳରେ ନୟାପଲ୍ଲୀ ପୁଲିସ୍ ପହଞ୍ଚି ଛାନଭିନ କରୁଛି।

Leave A Reply

Your email address will not be published.