ଏପ୍ରିଲ ୨୮ରେ ଅଟିକ୍ ଓ ଅସରଫ୍ ହତ୍ୟା ମାମଲାର ସୁପ୍ରିମ ଶୁଣାଣି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଟିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କ ହତ୍ୟା ଘଟଣାର ତଦନ୍ତ ଦାବିରେ ଏପ୍ରିଲ ୨୮ ରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ଆଜି ୨୪ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ କିନ୍ତୁ ଅନେକ ବିଚାରପତିଙ୍କ ଅସୁସ୍ଥତା ହେତୁ ଏହି ତାଲିକାରେ ଆସିପାରିଲା ନାହିଁ।

ପ୍ରଧାନ ବିଚାରପତି ଶୁକ୍ରବାର ଦିନ ଶୁଣାଣି ପାଇଁ ଆବେଦନକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଏହି ଆବେଦନରେ ୨୦୧୭ ଠାରୁ ୟୁପିରେ ୧୮୩ ଏନକାଉଣ୍ଟରର ଯାଞ୍ଚ ପାଇଁ ମଧ୍ୟ ଦାବି କରାଯାଇଛି।

Leave A Reply

Your email address will not be published.