ୟୁପିଆଇ ପେମେଣ୍ଟରେ ଲାଗିବନି କୌଣସି ପ୍ରକାର ଶୁଳ୍କ: ଅର୍ଥ ମନ୍ତ୍ରଣାଳୟ କଲା ସ୍ପଷ୍ଟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅର୍ଥ ମନ୍ତ୍ରଣାଳୟ ରବିବାର ଦିନ କହିଛି ଯେ 'ୟୁନାଇଟେଡ୍ ପେମେଣ୍ଟ ଇଣ୍ଟରଫେସ୍' (ୟୁପିଆଇ) ଲୋକଙ୍କ ପାଇଁ ଏକ ଉପଯୋଗୀ ଡିଜିଟାଲ୍ ସେବା ଏବଂ ସରକାର ଏଥିରେ ଶୁଳ୍କ ଲାଗୁ କରିବାକୁ ଚିନ୍ତା…
Read More...

ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ଭୋପାଳରେ ହେବ କ୍ଷେତ୍ରୀୟ ପରିଷଦ ବୈଠକ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ମଧ୍ୟପ୍ରଦେଶରେ ଅଛନ୍ତି। ଗୃହମନ୍ତ୍ରୀ ସୋମବାର ସକାଳେ ଭୋପାଳରେ ପହଞ୍ଚିଥିଲେ ଯେଉଁଠାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କୁ ସ୍ୱାଗତ କରିଥିଲେ। ଆଜି…
Read More...

କୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ୍ ଖାନ୍: ଆତଙ୍କବାଦ ବିରୋଧୀ ଆଇନରେ ଆରେଷ୍ଟ ୱାରେଣ୍ଟ ଜାରି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରିବ। ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ଇମ୍ରାନ ଖାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ଅଗଷ୍ଟ…
Read More...

ଦିଲ୍ଲୀର ଜନ୍ତର ମନ୍ତରରେ ଧର୍ମଘଟ କରିବେ କୃଷକ: ଦିଲ୍ଲୀ ପୋଲିସ ଦେଲାନି ଅନୁମତି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ଦିଲ୍ଲୀର ଜନ୍ତର ମନ୍ତରରେ କୃଷକମାନେ ମହାପଞ୍ଚାୟତ ଆୟୋଜନ କରିବାକୁ ଯାଉଛନ୍ତି । କିନ୍ତୁ ରାଜଧାନୀ ବାହାରେ ଚାଷୀଙ୍କୁ ପୋଲିସ ଅନୁମତି ଦେଇ ନାହିଁ। କୃଷକଙ୍କ ବିରୋଧକୁ ଦୃଷ୍ଟିରେ ରଖି…
Read More...

ରାଜଧାନୀରେ ଚାଞ୍ଚଲ୍ୟ, ଭଡ଼ା ଘରୁ ପୁଣି ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ରାଜଧାନୀରେ ଲେଡି ସଫ୍ଟୱେୟାର ଇଂଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳର ଭଡ଼ା ଘରୁ ତାଙ୍କର ମୃତଦେହକୁ ଉଦ୍ଧାର…
Read More...

୫୫୦ ଜଣ ଲାବୋରାଟୋରୀ ଟେକ୍ନିସିଆନ୍‌ଙ୍କୁ ନିଯୁକ୍ତ ଦେଲେ ରାଜ୍ୟସରକାର, ସରକାରୀ ଡାକ୍ତରଖାନାରେ ଡାଇଗ୍ନୋସିସ୍ ମାନରେ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗଣତନ୍ତ୍ରର ଆତ୍ମା ହେଉଛନ୍ତି ଜନସାଧାରଣ । ଆମ ସରକାରରେ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦିଆଯାଏ । ଏଣୁ ରୋଗୀଙ୍କୁ ବୃତ୍ତିଗତ ଆଚରଣ ସହ ସେମାନଙ୍କୁ ସେବା ଯୋଗାଇ ଦେବାକୁ ପରାମର୍ଶ…
Read More...

ଅଗଷ୍ଟ ୨୩ରୁ ପୁଣି ପ୍ରବଳ ବର୍ଷା, ୧୪ ଜିଲ୍ଲାକୁ ସତର୍କ ସୂଚନା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଗଷ୍ଟ ୨୩ ରୁ ୨୫ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୩ ରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ନେଇ ପୂର୍ବାନୁମାନ…
Read More...

ଆସାମ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ, ଅଲ କାଏଦା ସହ ସଂପୃକ୍ତ ୨ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ!

ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ଦିଗରେ କାର୍ଯ୍ୟ କରୁଥିବା ଆସାମ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଗୋଲପାରା ଜିଲ୍ଲାରୁ ଅଲ-କାଏଦା ସହ ଜଡିତ ଦୁଇ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଏହି ଆତଙ୍କବାଦୀଙ୍କଠାରୁ ଜିହାଦ…
Read More...

ପୁନର୍ବାର ଗୃହରେ ନଜରବନ୍ଦୀ ହେଲେ ମେହବୁବା ମୁଫତି; ଫାଟକରେ ତାଲା ଓ CRPF ଗାଡ଼ି ବାହାରେ ଜଗିଥିବାର ଫଟୋ କଲେ ସେୟାର!

ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଣି ଥରେ ଗୃହରେ ନଜରବନ୍ଦୀ  କରାଯାଇଛି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଏହା ସହ ମେହବୁବା ମୁଫତି କାଶ୍ମୀରୀ ପଣ୍ଡିତଙ୍କ…
Read More...

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ମଦ୍ୟପଙ୍କ ଉପରେ ଚଢ଼ାଉ, ଦିନରାତି ଲାଗି ରହୁଥିଲା ମଦୁଆଙ୍କ ଉତ୍ପାତ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସମ୍ପ୍ରତି ଭୁବନେଶ୍ୱର ର ଅତି ସମ୍ବେଦନ ଶୀଳ ଅଞ୍ଚଳ ଭାବେ ଜଣାଶୁଣା ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳଟି ପ୍ରାୟତଃ ମଦ୍ୟପ ଓ ଅସାମାଜିକ ତତ୍ତ୍ୱ ଙ୍କ କବଜାକୁ ଚାଲିଗଲା ଭଳି ମନେ ହେଉଛି।ପ୍ରତ୍ୟହ ସଞ୍ଜ…
Read More...