କାବୁଲରେ ପୁଣି ବିସ୍ଫୋରଣ: ୮ ମୃତ, ୨୨ ଆହତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଫଗାନିସ୍ତାନର କାବୁଲର ଏକ ବ୍ୟସ୍ତବହୁଳ ସପିଂ ରାସ୍ତାରେ ଏକ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଥିବା ଜଣାଯାଇଛି।…
Read More...

ମଣିପୁରରେ ସ୍ଥିତି ଅସମ୍ଭାଳ: ୫ଦିନ ଇଣ୍ଟରନେଟ୍ ବନ୍ଦ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁରର ବିଷ୍ଣୁପୁରରେ ତିନିରୁ ଚାରି ଜଣ ଯୁବକ ଏକ ଭ୍ୟାନରେ ନିଆଁ ଲଗାଇବା ପରେ ରାଜ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ପାଞ୍ଚ ଦିନ ଇଣ୍ଟରନେଟ୍ ସେବା ବନ୍ଦ…
Read More...

ଅଗ୍ନିପଥକୁ ବିରୋଧ କରି ପୁଣି ଆନ୍ଦୋଳନକୁ ଓହ୍ଲାଇବ ସଂଯୁକ୍ତ କିଶାନ ମୋର୍ଚ୍ଚା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଥମୁନି ଅଗ୍ନିପଥ ଯୋଜନାକୁ ନେଇ ବିବାଦ । ସବୁଠି ଏହାକୁ ବିରୋଧ ହେଉଛି । କିଛି ଦିନର ବ୍ୟବଧାନ ପରେ ପୁଣି ବର୍ତ୍ତମାନ ବିରୋଧ ପ୍ରଦର୍ଶନ ହେବାକୁ ଯାଉଛି । ସଂଯୁକ୍ତ କିସାନ ମୋର୍ଚା ଏବଂ ୟୁନାଇଟେଡ୍…
Read More...

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ନୀତି ଆୟୋଗ ବୈଠକ: ଯୋଗ ଦେବେନି ନୀତିଶ ଓ କେ ଚନ୍ଦ୍ରଶେଖର ରାଓ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୀତି ଆୟୋଗର ପରିଚାଳନା ପରିଷଦର ସପ୍ତମ ବୈଠକରେ ଅଧ୍ୟକ୍ଷତା କରିବେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଆଇଟି ଆୟୋଗଙ୍କ ଏହି ବୈଠକରେ ଯୋଗଦେବେ ନାହିଁ। ସେ…
Read More...

ଓଡ଼ିଆ ଝିଅ ନିତ୍ୟାଙ୍କର ନୃତ୍ୟରେ ଝୁମିଲେ ଦିଲ୍ଲୀବାସୀ

ଓଡିଆ ନ୍ୟୁଜ୍(ବ୍ୟୁରୋ): ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ନିତ୍ୟା ଖଣ୍ଡେଲୱାଲଙ୍କର ମନଲୋଭା ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନରେ ଦିଲ୍ଲୀର ଦର୍ଶକମାନେ ମନ୍ତ୍ରମୁଗ୍ଧ ହେବା ସହିତ ତାଙ୍କର ଘୁଙ୍ଗୁରର ତାଳେ ତାଳେ ହଜ୍ଜି-ମଜ୍ଜି…
Read More...

ଆମ୍ବୁଲାନ୍ସ ଓ ଟାଟା ଏସି ମୁହାଁମୁହିଁ ଧକ୍କା, ୩ଜଣ ଆହତ

ଓଡିଆ ନ୍ୟୁଜ୍(ବ୍ୟୁରୋ): ଆମ୍ବୁଲାନ୍ସ ଓ ଟାଟା ଏସି ମୁହାଁମୁହିଁ ଧକ୍କା। ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲି ଛକ ନିକଟରେ ଧକ୍କା ହେବାଫଳରେ ୩ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଅଁଳାବେରେଣୀ ଗୋଷ୍ଠୀ…
Read More...

ବର୍ଷା ପାଣିରେ ବୁଡ଼ିଗଲା ମୋ-ବସ, ପହଁରି ପହଁରି ଆସିଲେ ଡ୍ରାଇଭର ଓ କଣ୍ଡକ୍ଟର

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସକ୍ରିୟ ମୌସୁମୀ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥବା ବେଳେ ଭୁବନେଶ୍ବର ଉପକଣ୍ଠରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶନିବାର ବର୍ଷା ପାଣିରେ ବୁଡ଼ି ଯାଇଛି ମୋ-ବସ । ବସଟି…
Read More...

୧୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁବର୍ଣ୍ଣରେଖା ପ୍ରକଳ୍ପକୁ କରିବେ ଲୋକାର୍ପଣ

ଓଡିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଦୁଇଟି ପ୍ରକଳ୍ପ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି। କରଞ୍ଜିଆ ବ୍ଲକର…
Read More...

ପାତ୍ରା ଚଅଲ୍ ଲ୍ୟାଣ୍ଡ ସ୍କାମ:ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ୧୦ ଘଣ୍ଟା ଧରି ପଚରାଉଚରା କଲା ଇଡି; ଦେଲେ ସମସ୍ତ ପ୍ରଶ୍ନର…

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଅସୁବିଧା ବଢିବାର ନାମ ନେଉନାହିଁ। ଯେଉଁଠାରେ ଗୋଟିଏ ପଟେ କୋର୍ଟ ତାଙ୍କୁ ଇଡି ରିମାଣ୍ଡରେ ପଠାଇଛନ୍ତି। ଅନ୍ୟପକ୍ଷରେ, ସଞ୍ଜୟ ରାଉତଙ୍କ ଘନିଷ୍ଠ ବନ୍ଧୁମାନଙ୍କ ଉପରେ ଇଡି ଲଗାତାର କଡ଼ାକଡ଼ି…
Read More...

ନିଜ ପରାଜୟ ଏବଂ ଧନଖଡଙ୍କ ବିଜୟକୁ ନେଇ କଣ କହିଛନ୍ତି ବିରୋଧୀ ପ୍ରାର୍ଥୀ ମାର୍ଗେଟ୍ ଅଲଭା ଜାଣନ୍ତୁ !

ଉପରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଜିତିଛନ୍ତି। ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗେଟ୍ ଅଲଭା ଜଗଦୀପ ଧନଖଡଙ୍କୁ ନିର୍ବାଚନରେ ​​ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍ କରି…
Read More...