ବଦଳିବନି ଔରଙ୍ଗାବାଦ ଓ ଓସମାନାବାଦର ନାମ: ସିନ୍ଦେ ସରକାରଙ୍କ ନିଷ୍ପତ୍ତି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ରରେ ସରକାରଙ୍କ ପତନ ପୂର୍ବରୁ ଉଦ୍ଧବ ଠାକରେ ସରକାରଙ୍କ ଶେଷ କ୍ୟାବିନେଟ ବୈଠକ ଜୁନ୍ ୨୯ ରେ ହୋଇଥିଲା। ଏହି ସଭାରେ ଔରଙ୍ଗାବାଦର ନାମ ସମ୍ବାଜିନଗର, ଓସମାନାବାଦକୁ ଧରସିଭ ଏବଂ ନାଭି…
Read More...

ସଂସଦରେ ଏବେ ଧାରଣା ଦେଇପାରିବେନି ସାଂସଦ: ଜାରି ହେଲା ନିର୍ଦ୍ଦେଶନାମା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଆଜି ଏକ ନିର୍ଦ୍ଦେଶ ଜାରି କରାଯାଇଛି, ଯାହା ଅନୁଯାୟୀ ସଂସଦରେ କୌଣସି ଧର୍ମଘଟକୁ ଅନୁମତି ଦିଆଯିବ ନାହିଁ। ସଂସଦର ଏହି…
Read More...

ଦେଶରେ ଉପରମୁହାଁ କରୋନା ଗ୍ରାଫ୍: ପୁଣି ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦ ହଜାରରୁ ଅଧିକ ଆକ୍ରାନ୍ତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ଦେଶରେ ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି କରୋନା ସଂକ୍ରମଣ। ଏପରିକି କରୋନା ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨…
Read More...

ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପଙ୍କ ପରଲୋକ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପଙ୍କର ନ୍ୟୁୟର୍କ ସହରରେ ମୃତ୍ୟୁ ହୋଇଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରି…
Read More...

ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ: କେଉଁଠି ଜାଣନ୍ତୁ ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସମଗ୍ର ବିଶ୍ୱରେ ମଙ୍କିପକ୍ସର ବୃଦ୍ଧି ମାମଲା ଲୋକଙ୍କୁ ଭୟଭୀତ କରୁଛି । ଏହି ସମୟରେ, ଭାରତରେ ମଧ୍ୟ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଗତ ୬ ମାସ ମଧ୍ୟରେ ଏପର୍ୟ୍ୟନ୍ତ ସାରା ବିଶ୍ୱରେ…
Read More...

ଗୋଟାବାୟାଙ୍କ ଇସ୍ତଫା ମଞ୍ଜୁର: ୭ ଦିନ ମଧ୍ୟରେ ନିଯୁକ୍ତ ହେବେ ନୂଆ ରାଷ୍ଟ୍ରପତି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶ୍ରୀଲଙ୍କାରେ ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟ ମଧ୍ୟରେ ଦେଶରୁ ପଳାୟନ କରିଥିବା ଗୋଟାବାୟା ରାଜପକ୍ସା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ବାଚସ୍ପତି ବର୍ତ୍ତମାନ ରାଜପକ୍ସାଙ୍କ…
Read More...

ଆଜି ୨୩୨୦ ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା, ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): 18ରୁ 59 ବର୍ଷ ବୟସ ବର୍ଗଙ୍କ ପ୍ରିକସନ ଡୋଜ ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କ ସୂଚନା । ଆଜି ରାଜ୍ୟରେ 2320 ଟୀକାକରଣ କେନ୍ଦ୍ରରେ ଚାଲିଛି ଟୀକାକରଣ ।…
Read More...

ଶିଶୁମାନଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ ସହଜ: ଓଡ଼ିଶା ସରକାର ଓ ଆସ୍ତର ହସ୍ପିଟାଲ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଶିଶୁମାନଙ୍କ କ୍ଷେତ୍ରରେ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଆଜି ବେଙ୍ଗାଲୁରୁର ଆସ୍ତର ସିଏମ୍‌ଆଇ ହସ୍ପିଟାଲ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ…
Read More...

କାଲିଠାରୁ ଓଡିଶାର ପ୍ରତ୍ୟେକ କଲେଜ ଓ ହଷ୍ଟେଲରେ ଦିଆଯିବ କୋଭିଡ଼ ବୁଷ୍ଟର ଡୋଜ୍ ଟିକା

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି । ତେବେ ସହରାଞ୍ଚଳମାନଙ୍କରେ ସଂକ୍ରମଣ ସଂଙ୍ଖ୍ୟା ବଢ଼ୁଥିବାରୁ ଟିକାକରଣ, ଜାଗରୁକତା, ସଚେତନତା ଏବଂ ସଠିକ୍ ସୂଚନା…
Read More...

ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ରିଷି ସୁନାକ ଆଗରେ; ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ଶୀର୍ଷରେ

ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ରିଷି ସୁନାକ କଞ୍ଜରଭେଟିବ ପାର୍ଟି ସାଂସଦଙ୍କୁ ଭୋଟ୍ ଦେବାର ଦ୍ୱିତୀୟ ରାଉଣ୍ଡରେ ସର୍ବାଧିକ ୧୦୧ ଭୋଟ ସହ ଆଗୁଆ ହୋଇଛନ୍ତି। ଏହା ସହିତ ବର୍ତ୍ତମାନ ଆଠ ଜଣ ପ୍ରାର୍ଥୀଙ୍କ ବଦଳରେ…
Read More...