କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ କବଜାରେ ବଡ଼ ଧରଣର ଜାଲ ନୋଟ୍ ରାକେଟ୍: ଜବତ ହେଲା ୧୪ ଲକ୍ଷ ୨୯ ହଜାର ୫୦୦ ଜାଲ ଟଙ୍କା
ଓଡିଆ ନ୍ୟୁଜ୍(ବ୍ୟୁରୋ): ବିଡା ବିଡା ନକଲି ଟଙ୍କା। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ କବଜାରେ ବଡ଼ ଧରଣର ଜାଲ ନୋଟ୍ ରାକେଟ୍ । ୧୪ ଲକ୍ଷ ୨୯ ହଜାର ୫୦୦ ଟଙ୍କର ଜାଲ୍ ନୋଟ୍ ଜବତ କରିଛି ଏସ୍ଟିଏଫ୍ । ମାମଲାରେ ଦୁଇ ଜଣଙ୍କୁ…
Read More...
Read More...