‘ଅଗ୍ନିପଥ‘କୁ ବିରୋଧ ପାଇଁ ୭୪୨ ଟ୍ରେନ୍ ବାତିଲ୍: ଟିକେଟର ସମସ୍ତ ଟଙ୍କା ଫେରାଇବ ରେଲବାଇ, ଜାଣନ୍ତୁ କିପରି ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସେନାବାହିନୀରେ ନିଯୁକ୍ତିର ନୂତନ ଯୋଜନା ବିରୁଦ୍ଧରେ ଦେଶର ଅନେକ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହା ରେଳ ସେବା ଉପରେ ମଧ୍ୟ ପ୍ରଭାବ ପକାଇଛି । ଆନ୍ଦୋଳନ ସମୟରେ ଅନେକ ସ୍ଥାନରେ ରେଳ…
Read More...

ମାହାଙ୍ଗା ଡବଲ ମର୍ଡର ଘଟଣା: କୋର୍ଟରେ ଦାଖଲ ହେଲା ଅପ ଟୁ ଡେଟ୍ କେସ୍ ଡାଏରୀ

ସାଲେପୁର(ଓଡ଼ିଆ ନ୍ୟୁଜ୍‌): ମାହାଙ୍ଗା ଡବଲ ମର୍ଡର ମାମଲାରେ ଜେଏମ୍ଏଫସି କୋର୍ଟଙ୍କ ନିର୍ଦ୍ଦେଶ ମୁତାବିକ ମାହାଙ୍ଗା ଥାନା ପକ୍ଷରୁ ଦାଖଲ ହେଲା ଅପ ଟୁ ଡେଟ୍ କେସ୍ ଡାଏରୀ । ସାଲେପୁର ଏସ୍ଡିପିଓ ଏହି ଅପ ଟୁ ଡେଟ କେସ୍ ଡାଏରି…
Read More...

ଆମେରିକା ସହ ତିକ୍ତତା ଭିତରେ ଲ୍ୟାଣ୍ଡ ବେସଡ ମିସାଇଲ ସଫଳତାର ସହ ପରୀକ୍ଷଣ କଲା ଚୀନ୍, ଏହାର ବିଶେଷତା ଜାଣନ୍ତୁ

ଆମେରିକା ସହ ବଢୁଥିବା ତିକ୍ତତା ଭିତରେ ଚୀନ୍ ରବିବାର ରାତିରେ ଲ୍ୟାଣ୍ଡ ବେସଡ ମିସାଇଲ୍ ଇଣ୍ଟରସେପ୍ଟକୁ ସଫଳତାର ସହ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରର ବିଶେଷତା ବର୍ଣ୍ଣନା କରି ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି…
Read More...

ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା: ଗିରିଫ ହେଲେ ଆଉ ଜଣେ ଗାର୍ଡ

କଟକ(ଓଡ଼ିଆ ନ୍ୟୁଜ୍‌): ବଡ଼ମ୍ବା ନରସିଂହପୁରରୁ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ନିଲମ୍ବିତ ହେବା ସହିତ ଗିରିଫ ହେଲେ ଆଉ ଜଣେ ଗାର୍ଡ । ବଡ଼ମ୍ବା ରେଞ୍ଜର ଫରେଷ୍ଟ ଗାର୍ଡ ପ୍ରଭାତ କୁମାର ପ୍ରଧାନ ନିଲମ୍ୱିତ ହେବା ସହିତ…
Read More...

ସୁସ୍ଥ ହୋଇପାରୁନି ସାପଲହରା ଗାଁ ପୋଖରୀରରେ ଫସିଥିବା ହାତୀ: ଅଧାପାଣି ଓ କାଦୁଅରେ ଚାଲିଛି ଚିକିତ୍ସା

ସମ୍ୱଲପୁର(ଓଡ଼ିଆ ନ୍ୟୁଜ୍‌): ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଂଜ ସାପଲହରା ଗାଁ ପୋଖରୀରରେ ଫସିଥିବା ହାତୀର ସ୍ୱାସ୍ଥ୍ୟାସ୍ତାରେ ଆସୁନି ସୁଧାର। ଅଧାପାଣି ଓ କାଦୁଅରେ ଚାଲିଛି ହାତୀର ଚିକିତ୍ସା । ଗତକାଲିଠାରୁ ସାଲାଇନ…
Read More...

ପୁଣି ଜଣେ ଓଡ଼ିଆ ସିରିଏଲ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ଼ ନୋଟରେ ଲେଖିଛନ୍ତି “ବାବୁ ଆଇ ମିସ୍ ୟୁ”

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ପୁଣି ରାଜଧାନୀରେ ଚାଞ୍ଚଲ୍ୟ। ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଟେଲିଭିଜନ ସିରିଏଲ ଅଭିନେତ୍ରୀ। ବର୍ତ୍ତମାନ ସୁଦ୍ଧା  ସନ୍ଦେହ ଘେରରେ ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଘଟଣା ରହିଛି। ଆତ୍ମହତ୍ୟା…
Read More...

ଗୁଳିବିଦ୍ଧ ଦନ୍ତାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟଣା: କାଜୁ ବଗିଚା ନଷ୍ଟ କରିବାରୁ ଦନ୍ତାକୁ ମାରିଥିଲେ ଗୁଳି, ୩…

ଆଠଗଡ଼(ଓଡ଼ିଆ ନ୍ୟୁଜ୍‌): ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟଣାରେ ୩ ଗିରଫ । ତେବେ ଦନ୍ତାହାତୀକୁ ଦାନ୍ତ ଉଦ୍ଦେଶ୍ୟରେ ଗୁଳି ଶିକାର ନୁହେଁ ବରଂ ହାତୀ କାଜୁ ବଗିଚା ନଷ୍ଟ କରିଥିବାରୁ…
Read More...

ରାମମନ୍ଦିର ନିର୍ମାଣ ପାଇଁ ଦାନରେ ମିଳିଥିବା ୨୨ କୋଟିର ଚେକ୍ ବାଉନ୍ସ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ପରିଚାଳିତ ପାଣ୍ଠି ଆତ୍ମସମର୍ପଣ ଅଭିଯାନରେ ଏପର୍ୟ୍ୟନ୍ତ ମୋଟ ୫୪୫୭.୯୪ କୋଟି ଟଙ୍କା ସଂଗ୍ରହ କରାଯାଇଛି । ତଥାପି, ଏହି ସଂଖ୍ୟା ଏପର୍ୟ୍ୟନ୍ତ…
Read More...

ନନ୍ଦିଘୋଷରେ ପିଟିହେଲା ପିକ୍ଅପ୍ ଭ୍ୟାନ୍, ୨ ପର୍ଯ୍ୟଟକ ଆହତ

ପୁରୀ(ଓଡ଼ିଆ ନ୍ୟୁଜ୍‌): ବଡଦାଣ୍ଡରେ ନନ୍ଦିଘୋଷରେ ପିଟିହେଲା ପିକ୍ଅପ୍ ଭ୍ୟାନ୍ । ଆଜି ସକାଳେ ପୁରୀ ରଥଖଳା ନିକଟରେ ଏକ ପିକଅପ୍ ଭ୍ୟାନ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟି ହୋଇଛି। ତେବେ ଡ୍ରାଇଭରଙ୍କୁ ଫିଟସ୍…
Read More...

‘ମିଶନ ସାଉଥ‘ ଲକ୍ଷରେ ବିଜେପି: ଜୁଲାଇ ୩ରେ ହାଇଦ୍ରାବାଦରେ ମୋଦୀଙ୍କ ଜନସଭା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମିଶନ ସାଉଥ ଲକ୍ଷରେ ବିଜେପି । ଦକ୍ଷିଣ ଭାରତରେ ପଦ୍ମ ପୁଟାଇବା ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରୟାସ । ଏଥିପାଇଁ ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଧାରଣ ସଭା ପାଇଁ ବିଜେପି ପ୍ରସ୍ତୁତି…
Read More...