ନିଶାଖୋର ସ୍ବାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀକୁ ୪୦ରୁ ୫୦ ଥର ଛୁରା ମାଡ଼ କରି ମାରିଦେଲା
ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ସକାଳେ ଭୁବନେଶ୍ବରର ଘାଟିକିଆ ଅଞ୍ଚଳରେ ଘଟିଛି ହୃଦୟ ବିଦାରକ ଘଟଣା। ସ୍ୱାମୀ ସଞ୍ଜିତ ଦାସ ଅମାନୁଷିକ ଭାବେ ଧାରୁଆ ଛୁରୀରେ ହତ୍ୟା କରିଛି। ବର୍ବର ତାର ସବୁ ସୀମା ଟପି ଯାଇଥିଲା ସଞ୍ଜିତ।…
Read More...
Read More...