ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଲେ ସୌରଭ ଗାଙ୍ଗୁଲି: ରାଜନୀତିରେ ଏଣ୍ଟ୍ରି କରିବେ କି ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୂର୍ବତନ ଭାରତୀୟ ଭେଟେରାନ କ୍ରିକେଟର ସୌରଭ ଗାଙ୍ଗୁଲି କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଏହି ଅବସରରେ ସେ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏକ…
Read More...

ହାଇକୋର୍ଟଙ୍କ ନିର୍ଦ୍ଦେଶ: କୌଣସି ପ୍ରାର୍ଥୀଙ୍କର ଦୁଇଟି ଡିଗ୍ରୀ ଥିଲେ ତାଙ୍କୁ ମନଇଚ୍ଛା ନିଯୁକ୍ତି ପ୍ରକ୍ରିୟାରୁ ବାଦ…

ଓଡିଆ ନ୍ୟୁଜ୍(ବ୍ୟୁରୋ): କୌଣସି ପ୍ରାର୍ଥୀଙ୍କର  ଦୁଇଟି  ଡିଗ୍ରୀ ଥିଲେ ତାଙ୍କୁ ମନଇଚ୍ଛା ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦେଇ ହେବ ନାହିଁ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଓଡିଶା ହାଇକୋର୍ଟ ପ୍ରଦାନ କରିଛନ୍ତି। ଭୁବନ…
Read More...

ଅଯୋଧ୍ୟା ଓ ମଥୁରାରେ ଆଉ ମିଳିବନି ମଦ, ଦୋକାନୀଙ୍କୁ ଖୀର ବିକିବାକୁ ପରାମର୍ଶ ଦେଲେ ସରକାର

ନୂଆଦିଲ୍ଲୀ: ଏଣିକି ଭଗବାନ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟା ଓ ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାରେ ଆଉ ମିଳିବନି ମଦ । ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର। ଏହି ସବୁ ଅଂଚଳରେ ଥିବା ସମସ୍ତ ମଦ ଦୋକାନର…
Read More...

ଇଂଲଣ୍ଡର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜିମ୍ ପାର୍କଙ୍କ ୯୦ ବର୍ଷ ବୟସରେ ଦେହାନ୍ତ

୧୯୫୪ ରୁ ୧୯୬୮ ମଧ୍ୟରେ ୪୬ ଟି ଟେଷ୍ଟ ଖେଳିଥିବା ପୂର୍ବତନ ଇଂଲଣ୍ଡ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଜିମ ପାର୍କଙ୍କର ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏନେଇ ମଙ୍ଗଳବାର ଦିନ ସୂଚନା ଦେଇଛି। ସସେକ୍ସ କ୍ରିକେଟ୍ ଦ୍ବାରା ଜାରି…
Read More...

ଏସିଆ କପ ହକି-୨୦୨୨: ଭାରତୀୟ ପୁରୁଷ ହକି ଦଳକୁ ବ୍ରୋଞ୍ଜ

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଏସିଆ କପ ହକି-୨୦୨୨ରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ଇଣ୍ଡୋନେସିଆର ଜାକାର୍ତ୍ତାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ଦଳକୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।…
Read More...

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରଭାରୀ ତାଲିକା: ଜାଣନ୍ତୁ କାହାକୁ କେଉଁ ରାଜ୍ୟରେ ମିଳିଛି ଦାୟିତ୍ୱ ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ ଜନତା ପାର୍ଟି ବୁଧବାର ଦିନ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଯଥାକ୍ରମେ ରାଜସ୍ଥାନ ଏବଂ ହରିୟାଣାର ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଗଜେନ୍ଦ୍ର ସିଂ…
Read More...

ସରିଲା ଦ୍ବିତୀୟ ରଥ ସମନ୍ବୟ କମିଟି ବୈଠକ, ଶୃଙ୍ଖଳିତ ରଥଯାତ୍ରାକୁ ଗୁରୁତ୍ୱ

ପୁରୀ(ଓଡ଼ିଆ ନ୍ୟୁଜ୍‌): ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ହୋଇଥିଲା ଦ୍ବିତୀୟ ରଥଯାତ୍ରା ସମନ୍ୱୟ ବୈଠକ । ବୈଠକରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଅଧ୍ୟକ୍ଷତା କରିବା ସହିତ ଏଥିରେ ବିଭିନ୍ନ ବିଭାଗର ମନ୍ତ୍ରୀ ଯୋଗ…
Read More...

ବାରବାଟୀରେ ଟି-୨୦ ମ୍ୟାଚ୍ ବନ୍ଦ କରିବାକୁ ହାଇକୋର୍ଟରେ ମାମଲା, ଜାଣନ୍ତୁ କାହିଁକି…

କଟକ(ଓଡ଼ିଆ ନ୍ୟୁଜ୍‌): ବାରବାଟୀରେ ଟି-୨୦ ମ୍ୟାଚ୍ ବନ୍ଦ କରିବାକୁ ହାଇକୋର୍ଟରେ ମାମଲା । ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ମ୍ୟାଚ୍ ବନ୍ଦ କରିବାକୁ ପିଟିସନ ଆବେଦନ କରାଯାଇଛି । ଢେଙ୍କାନାଳ…
Read More...

ବନ୍ଧୁକଚାଳନା ବିଶ୍ବକପ୍: ଭାରତୀୟ ମହିଳାଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଭାରତ ପାଇଁ ଗୌରବ ଆଣିଲେ ମହିଳା ରାଇଫଲର । ବିଶ୍ବକପ୍ରେ ବନ୍ଧୁକଚାଳନାରେ ଏହି ଭାରତୀୟ ମହିଳାମାନେ ଭାରତ ପାଇଁ ପଦକ ଅଭିଯାନ ଆରମ୍ଭ କରିଛନ୍ତି। ବିଶ୍ବ ମାନ୍ୟତାର ପୂର୍ବତନ ଏକ ନମ୍ବର ଏଲାଭେନିଲ…
Read More...

ସସ୍ପେନ୍ସରେ କେକେଙ୍କ ମୃତ୍ୟୁ, ଓଠ ଓ ମୁଣ୍ଡରେ କ୍ଷତ ଚିହ୍ନ

କୋଲକାତା(ଓଡ଼ିଆ ନ୍ୟୁଜ୍‌): ବୋଲିଉଡର ଲୋକପ୍ରିୟ ଗାୟକ କେକେ ଓରଫ କ୍ରିଷ୍ଣାକୁମାର କୁନ୍ନାଥଙ୍କ ଅକାଳ ବିୟୋଗ ହୋଇଛି । କେକେଙ୍କ ବିୟୋଗକୁ କେହି ସହଜରେ ବିଶ୍ବାସ କରୁନାହାନ୍ତି। ତାଙ୍କର ଏହି ଆକସ୍ମିକ ମୃତ୍ୟୁ ସଂଗୀତ ଜଗତରେ…
Read More...