ଅନୁଭବଙ୍କ ଘରୁ ଆଉଟ୍ ହେବେ ବର୍ଷା ପ୍ରିୟଦର୍ଶନୀ; ନିର୍ଦ୍ଦେଶ ଦେଲେ କୋର୍ଟ
ଅନୁଭବଙ୍କ ଘରୁ ବିଦା ହେବେ ବର୍ଷା। ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ପାରିବାରିକ ବିବାଦ ମାମଲାରେ SDJM କୋର୍ଟଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅନୁଭବ ମହାନ୍ତିଙ୍କ ପିଟିସନକୁ ଗ୍ରହଣ କରିଛନ୍ତି…
Read More...
Read More...