ନନ୍ଦନକାନନରେ ପର୍ଯଟକଙ୍କ ପାଇଁ ତିଆରି ହୋଇଛି ବହୁତଳ ପର୍କିଂ ସ୍ଥାନ, ୨୭ତାରିଖରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୨୭ ତାରିଖ ଶୁକ୍ରବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସର ରେ ନୂଆ କରି ନିର୍ମାଣ ହୋଇଥିବା ବହୁତଳ ପାର୍କିଂ କୁ ମୁଖ୍ୟମନ୍ତ୍ରୀ ଅପରାହ୍ନ ୫ଟା୩୦ ମିନିଟ୍ ରେ ଉଦଘାଟନ କରିବେ। ଏହି ସୂଚନା…
Read More...

ହାତ ଛାଡ଼ି ସାଇକେଲରେ ସିବଲ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅଡ଼ୁଆରେ ଦେଶର ସର୍ବପୁରାତନ ରାଜନୈତିକ ଦଳ । କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ । ଆଜି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଟିକେଟରୁ…
Read More...

ଆଜି ଭଜନ ସମ୍ରାଟଙ୍କ ପୂଣ୍ୟ ତିଥି, ସେହି ଦିବ୍ୟ ଆତ୍ମାଙ୍କୁ ଓଡ଼ିଆ ନ୍ୟୁଜର ଭକ୍ତିପୂତ ନମନ୍‌

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ତାଙ୍କ ହାତରେ କେତେବେଳେ ‘ମୁଠା ମୁଠା ସରଧା ବାଲି ତ’ ଆଉ କେତେବେଳେ ସେ ‘ବଡ ଦେଉଳର ପାରା’। ପୁଣି କେତେବେଳେ ‘ବଡଦାଣ୍ଡର ଭିକାରୀ’ ତ ଆଉ କେତେବେଳେ ତାଙ୍କ ମନରେ ଥିଲା ଯୋଗୀଟିଏ ହେବାର ଅଭିଳାଷା…
Read More...

ମେ ୩୦ ରୁ ଜୀ ସାର୍ଥକରେ ଆସୁଛି ଏକ ଭିନ୍ନ ଧରଣର ରିୟାଲିଟି ଶୋ “ଦିଦି ନମ୍ବର ୱାନ୍”

ଭୁବନେଶ୍ୱର (୨୫/୫) : ଓଡ଼ିଆ ମନୋରଞ୍ଜନ କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ ତିଆରି କରିବାକୁ ଯାଉଛି ଜୀ ସାର୍ଥକ । ମହିଳାମାନଙ୍କ ପାଇଁ ଚ୍ୟାନେଲ ତରଫରୁ ପ୍ରସ୍ତୁତ ହୋଇଛି ନୂଆ ମନୋରଞ୍ଜନ କାର୍ଯ୍ୟକ୍ରମ ଯାହାର ନାଁ ରହିଛି…
Read More...

ଶସ୍ତା ହେବ ସୋୟାବିନ୍ ଓ ସନଫ୍ଲାୱାର ତେଲ !

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବେଲଗାମ୍ ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । କେନ୍ଦ୍ର ସରକାର ଆମଦାନୀ ହେଉଥିବା ତେଲ ଉପରେ ଟିକସ ଛାଡ କରିଛନ୍ତି । ବିନା ଶୁଳ୍କରେ ୨୦ ଲକ୍ଷ ଟନ୍ ଖାଇବା…
Read More...

ସ୍କୁଲରେ ଭୟଙ୍କର ଗୁଳିମାଡ଼: ୧୮ ଶିଶୁ ମୃତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାର ଟେକ୍ସାସରେ ଭୟଙ୍କର ଗୁଳିକାଣ୍ଡ । ୧୮ ଶିଶୁ ମୃତ । ଏକାଧିକ ଗୁରୁତର । ଟେକ୍ସାସର ଏକ ସ୍କୁଲରେ ଆତତାୟୀମାନେ ମନଇଚ୍ଛା ଗୁଳିମାଡ କରିଛନ୍ତି । ଯେଉଁଥିରେ ୩ ଜଣ ଶିକ୍ଷକ ମଧ୍ୟ ପ୍ରାଣ…
Read More...

ଅତ୍ୟଧିକ ଦରଦାମ ବୃଦ୍ଧିରେ ଅତିଷ୍ଠ ହେଲେଣି ଜନତା, ବିରୋଧ କରି ରାସ୍ତାକୁ ଓହ୍ଲାଇଲା ଖୋର୍ଦ୍ଧା ଜିଲ୍ଲା ଆମ୍ ଆଦମୀ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ସାରା ଦେଶରେ ମୁଦ୍ରାସ୍ଫିତି ବଢିବା ହେତୁ ଦୈନନ୍ଦିନ ଜୀବନରେ ବ୍ୟବହୃତ ପ୍ରତ୍ୟକ ଜିନିଷର ଦାମ ଆଶାତୀତ ଭାବରେ ବଢିଯାଇଛି l ମୋଦି ସରକାରଙ୍କ ବିଫଳ ଆର୍ଥିକ ନୀତି ପେଟ୍ରୋଲ, ଡିଜେଲ, ଗ୍ୟାସ, ରେଳ…
Read More...

ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି ଭାରତ ସରକାର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ଭାରତ ସରକାର ମଧ୍ୟ ଚିନି ରପ୍ତାନି ନିୟନ୍ତ୍ରଣ କରିପାରନ୍ତି । ଭାରତୀୟ ସରକାରୀ କର୍ମଚାରୀଙ୍କ ଅନୁଯାୟୀ, ଘରୋଇ ମୂଲ୍ୟରେ ବୃଦ୍ଧି ନହେବା ପାଇଁ ଗତ…
Read More...

ଆତଙ୍କବାଦୀଙ୍କ ଗୁଳିରେ ପୋଲିସ କର୍ମଚାରୀ ମୃତ, ଝିଅ ଗୁରୁତର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆତଙ୍କବାଦୀଙ୍କ ଟାର୍ଗେଟରେ ସବୁବେଳେ ରହିଛି ଜମ୍ମୁ-କାଶ୍ମୀର । ଆଜି ପୁଣି ଥରେ ଶ୍ରୀନଗର ଜିଲ୍ଲାର ସୁକା ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଶହୀଦ…
Read More...

ମୋବାଇଲ ଚୋରୀ କରିବାରୁ ଅମାନବିକତାର ସୀମା ଟପିଲା ମଣିଷ

ପାରାଦୀପ(ଓଡ଼ିଆ ନ୍ୟୁଜ୍‌): ଅମାନବିକତାର ଚରମ ସୀମାରେ ମଣିଷ, ସାମାନ୍ୟ ମୋବାଇଲ ଚୋରୀରୁ ଯୁବକକୁ ବିପଦପୂର୍ଣ୍ଣ ଭାବେ ଚଳନ୍ତା ଟ୍ରକରେ ବାନ୍ଧି ନେଇଛନ୍ତି । ଆଇ ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରି ତାକୁ ଭାଇରାଲ କରିଛନ୍ତି ।…
Read More...