ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲେ ୧୧ ଶିଶୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ପଶ୍ଚିମ ଆଫ୍ରିକାର ସେନେଗେଲର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୧ ଜଣ ଜୀଅନ୍ତା ଦଗ୍ଧ ହୋଇଯାଇଛନ୍ତି । ତେବେ ସମସ୍ତ ମୃତକ ନବଜାତକ…
Read More...

ଭାରତୀୟ ସେନାରେ ପ୍ରଥମ ମହିଳା ପାଇଲଟ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ ସେନାରେ ପ୍ରଥମ ଥର ପାଇଁ ଜଣେ ମହିଳା ଅଧିକାରୀ ପାଇଲଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପ୍ରଥମ ମହିଳା ଅଧିକାରୀ କ୍ୟାପଟେନ ଅଭିଳାଷା ବରକ ଉଡ଼ାଜାହାଜ ଉଡ଼ାଇବା ତାଲିମ ଗ୍ରହଣ କରିବା ପରେ…
Read More...

ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ, କଳାକାର ମହଲରେ ଶୋକର ଛାୟା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ । ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ । ଦୀର୍ଘ ଦିନ କର୍କଟରେ ଆକ୍ରାନ୍ତ…
Read More...

ଅସୁରକ୍ଷିତ ରାଜଧାନୀ: ପୋଲିସ ସାମ୍ନାରେ ଭାଇକୁ ହାଣିଲା ଭାଇ, ଲୋକେ ସାଜିଲେ ଦର୍ଶକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):    ରାଜଧାନୀ ଭୁବନେଶ୍ୱରରେ  ଅପରାଧୀମାନେ ଆଉ ପୋଲିସକୁ ଖାତିର କରୁନାହାନ୍ତି । ପୋଲିସକୁ ଧକ୍କା ମାରି ମରଣାନ୍ତକ ଆକ୍ରମଣ କରିବାକୁ ପଛାଉନାହାନ୍ତି । ପୋଲିସ ମଧ୍ୟ ଅପରାଧୀଙ୍କ ନାଲି ଆଖି ଆଗରେ…
Read More...

ବିଜେପିରେ ଯୋଗ ଦେବେ କି ହାର୍ଦ୍ଦିକ ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ ଜାତାୟ କଂଗ୍ରେସକୁ ବିଗତ ପାଞ୍ଚ ମାସ ମଧ୍ୟରେ ବଡ଼ ଝଟକା ଲାଗିଛି । ହାତ ଛାଡ଼ିଛନ୍ତି ଅନେକ ବରିଷ୍ଠ କଂଗ୍ରେସ ନେତା । ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ କଂଗ୍ରେସ ଛାଡିବା ପରେ…
Read More...

ପୁଣି ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା; ଟିଭି କଳାକାରଙ୍କ ଘରେ ପଶି ହତ୍ୟା

ଆତଙ୍କବାଦୀମାନେ ପୁଣି ଥରେ ଜାମ୍ମୁ କାଶ୍ମୀରରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀମାନେ ବଡଗାମ ଜିଲ୍ଲାର ଚାଦୁରା ଅଞ୍ଚଳରେ ଟିଭି କଳାକାର ଅମରିନ୍ ଭଟଙ୍କୁ ଗୁଳି କରି ହତ୍ୟା କରିଥିଲେ। ଆତଙ୍କବାଦୀଙ୍କ…
Read More...

ରାଜସ୍ଥାନରୁ ରାଜ୍ୟସଭାକୁ ଯିବେ କୁମାର ବିଶ୍ୱାସ ଓ କହ୍ନେୟା କୁମାର !

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଜସ୍ଥାନରୁ ରାଜ୍ୟସଭାକୁ ଯାଇପାରନ୍ତି କୁମାର ବିଶ୍ୱାସ ଓ କହ୍ନେୟା କୁମାର । ରାଜସ୍ଥାନର ସିରୋହି ବିଧାନସଭା ଆସନରୁ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ରାଜନୈତିକ ପରାମର୍ଶଦାତା ସଂଯମ…
Read More...

ମେ’ ୨୭ରେ କେରଳ ଛୁଇଁବ ମୌସୁମୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ଜାରି ରହିଛି ଭୀଷଣ ଗରମର ପ୍ରକୋପ । ଏହି ଗରମରୁ ମୁକ୍ତି ପାଇବା ପାଇଁ ସାରା ଦେଶ ଅପେକ୍ଷା କରିଥିବା ବେଳେ ପାଣିପାଗ ବିଭାଗ ଦେଇଛି ଏକ ଆଶ୍ୱସ୍ତିକର ଖବର । ଆସନ୍ତା ମେ ୨୭ ତାରିଖରେ ମୌସୁମୀ…
Read More...

ଜୁନ ୨୩ ରେ ୩ଟି ​​ଲୋକସଭା ଏବଂ ୭ ଟି ବିଧାନସଭା ଆସନ ପାଇଁ ହେବ ଉପ-ନିର୍ବାଚନ; ଇଲେକ୍ସନ କମିଶନଙ୍କ ଘୋଷଣା

ତିନୋଟି ଲୋକସଭା ଏବଂ ସାତଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଜୁନ୍ ୨୩ ରେ ଭୋଟ୍ ଦିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଭୋଟ୍ ଗଣନା ୨୬ ଜୁନରେ ହେବ | ପଞ୍ଜାବର ସାଙ୍ଗରୁର,…
Read More...

ହାଇଦ୍ରାବାଦ ଏବଂ ଚେନ୍ନାଇ ଗସ୍ତରେ ଯିବେ ମୋଦୀ; ୧୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ, ୫ଟି ରେଳ ଷ୍ଟେସନକୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ୍ ୨୬ମେ ରେ ହାଇଦ୍ରାବାଦ ଏବଂ ଚେନ୍ନାଇ ଗସ୍ତ କରିବେ। ଏହି ସମୟ ମଧ୍ୟରେ ପିଏମ ମୋଦୀ ଚେନ୍ନାଇରେ ୩୧,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର…
Read More...