ଜେଏନୟୁର ନୂତନ କୁଳପତି ହେଲେ ଜଣେ ମହିଳା; ଜେଏନୟୁର ପ୍ରଥମ ମହିଳା ଉପାଧ୍ୟକ୍ଷ

ଜେଏନୟୁର ନୂତନ କୁଳପତି ଭାବେ ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତଙ୍କୁ ନିଯୁକ୍ତି ଦିଆଯାଇଛି | ପଣ୍ଡିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ନୂତନ କୁଳାଧିପତି ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡି ହେବେ। ସେ ଜେଏନୟୁର…
Read More...

ମାତିଛନ୍ତି ସାଇବର ଲୁଟେରା; ଅଭିଯୋଗ ପରେ ୫ ଗିରଫ

ମାତିଛନ୍ତି ସାଇବର ଲୁଟେରା। ଚାହୁଁ ଚାହୁଁ ହୋଇଯାଇଛି ଆକାଉଣ୍ଟ ଖାଲି। ବାଲେଶ୍ୱର ସାଇବର ଥାନା ପୋଲିସ ହାବୁଡ଼ରେ ସାଇବର ଲୁଟେରା। ବ୍ୟାଙ୍କ୍‌ ଆକାଉଣ୍ଟକୁ ହାକ୍‌ କରି ଲୁଟ ଘଟଣାର ପର୍ଦ୍ଦଫାସ କରିଛି ବାଲେଶ୍ୱର ପୋଲିସ । ଏହି…
Read More...

ବଜେଟ୍ ଅଧିବେଶନର ଆଜି ଷଷ୍ଠ ଦିନ; ଜାଣନ୍ତୁ କଣ ହେବ ବିସ୍ତୃତ ଆଲୋଚନା

ସଂସଦର ବଜେଟ୍ ଅଧିବେଶନର ଆଜି ଷଷ୍ଠ ଦିନ | ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ଉପରେ ଆଲୋଚନା ଆଜି ଜାରି ରହିବ | ଏହା ସହ ରାଜ୍ୟସଭାରେ ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ…
Read More...

ପଞ୍ଜାବରେ ସିଏମ୍ ପଦବୀ ପାଇଁ ଗଣନା ଶେଷ;କଂଗ୍ରେସ କଲା ବଡ଼ ଘୋଷଣା

ପଞ୍ଜାବରେ ବିଧାନସଭା ନିର୍ବାଚନକୁ ନେଇ ସବୁଠୁ ବଡ ଖବର ସାମ୍ନାକୁ ଆସିଛି। ନିର୍ବାଚନର ରାଜନୈତିକ ଉଷ୍ଣତା ମଧ୍ୟରେ ଆଜି କଂଗ୍ରେସ ପାଇଁ ଏକ ବଡ ଦିନ।ପଞ୍ଜାବରେ ସିଏମ୍ ପଦବୀ ପାଇଁ ଗଣନା ଶେଷ ହୋଇଛି। ପଞ୍ଜାବ ବିଧାନସଭା…
Read More...

ଗ୍ୟାଷ୍ଟିକ୍ ସମସ୍ୟାରୁ ମୁକ୍ତି ଦେବ ୪ଟି ଖାଦ୍ୟ; ଜାଣନ୍ତୁ କଣ

ଗ୍ୟାଷ୍ଟିକ୍ ସମସ୍ୟା ଘରେ ଘରେ ଏକ ସାଧାରଣ କଥା ହୋଇଯାଇଛି। ମସଲାଦାର ଏବଂ ଅଧିକ ତେଲ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଗ୍ୟାସ ସମସ୍ୟା ଦେଖାଦେଇଥାଏ। ଏଭଳି ଖାଦ୍ୟ ଖାଇବା ଦ୍ବାରା ପେଟ ଯନ୍ତ୍ରଣା, ଗ୍ୟାସ୍, ଏସିଡିଟି, ଆମ୍ବିଳା…
Read More...

ପହଞ୍ଚିଲା ଲତାଙ୍କ ପାର୍ଥିବ ଶରୀର; ଶିବାଜୀ ପାର୍କ ଶ୍ମଶାନରେ ଶେଷକୃତ୍ୟ

ଲତା ମଙ୍ଗେସକର ଆଉ ଆମ ଗହଣରେ ନାହାଁନ୍ତି | ସେ ରବିବାର ସକାଳ ୮ ଟାରେ ମୁମ୍ବାଇର ବ୍ରୀଚ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୯୨ ବର୍ଷୀୟ ଲତା ମଙ୍ଗେସକରଙ୍କୁ କରୋନା ଏବଂ ନିମୋନିଆ କାରଣରୁ ୨୯ ଦିନ…
Read More...

ୟୁପି ନିର୍ବାଚନ୨୦୨୨; ଆଜି ଘୋଷଣା ପତ୍ର ଜାରି କରିବ ବିଜେପି

ୟୁପି ନିର୍ବାଚନ ପାଇଁ ଜୋରଦାର ଅଣ୍ଟା ଭିଡ଼ିଛି ବିଜେପି। ୟୁପିରେ ନିର୍ବାଚନୀ ସରଗରମ ଜୋର୍ ଧରିଥିବା ବେଳେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ଦଳ। ଏହାରି ଭିତରେ ରବିବାର ଦିନ ଅର୍ଥାତ୍ ଆଜି ୟୁପି ନିର୍ବାଚନ ପାଇଁ ଘୋଷଣା ପତ୍ର ଜାରି…
Read More...

ଆରପାରିରେ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର

ଆଉ ନାହାନ୍ତି ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର। ୯୨ ବର୍ଷରେ ଦେହ ତ୍ୟାଗ କରିଛନ୍ତି ଲତା। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଭାରତୀୟ ସିନେମାର କିମ୍ବଦନ୍ତୀ ଗାୟିକା ଲତା…
Read More...

ଓଡ଼ିଶା ପରେ ଦିଲ୍ଲୀ ଓ ୟୁପିରେ ଖୋଲିବ ସ୍କୁଲ

ଦେଶରେ କରୋନା ମାମଲା ଧୀରେ ଧୀରେ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ, ସଂକ୍ରମିତରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି | ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ବିଦ୍ୟାଳୟ ଖୋଲିବାକୁ…
Read More...

ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଲେ ସାମ୍ବାଦିକ

ଖବର ସଂଗ୍ରହ କରିବାକୁ ଯାଇ ନିଜେ ଖବର ପାଲଟିଗଲେ ବରିଷ୍ଠ ସାମ୍ବାଦିକ।ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ର ଶିକାର ହୋଇଛନ୍ତି। ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସାମ୍ବାଦିକଙ୍କର ମୃତ୍ୟୁ…
Read More...