ରାଜଧାନୀରେ ବେକାବୁ ଲୁଟେରା: ମନ୍ଦିରରୁ ଫେରିବା ବେଳେ ମହିଳାଙ୍କ ଠାରୁ ଝାମ୍ପିନେଲେ ସୁନା ଚେନ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):   ସୁରକ୍ଷିତ ନୁହେଁ ରାଜଧାନୀ ଭୁବନେଶ୍ୱର। ସବୁଠି ଏବେ ସକ୍ରିୟ ଲୁଟେରା ଗ୍ୟାଙ୍ଗ। ଜନ ଗହଳି ଜାଗାରୁ ଝାମ୍ପି ନେଉଛନ୍ତି ସୁନା ଚେନ୍। ଏମିତି ଏକ ଘଟଣା ଘଟିଛି ସୈନିକ ସ୍କୁଲ ଭି ଏସ ଏସ ନଗର…
Read More...

ଢ଼ିଙ୍କିଆ ଜମି ବିବାଦ ମାମଲା: ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡିଆ ନ୍ୟୁଜ୍(ବ୍ୟୁରୋ): ଜଗତସିଂହପୁର ଢ଼ିଙ୍କିଆ ଜମି ବିବାଦ ମାମଲାର ତଦନ୍ତ ପାଇଁ ପାଇଁ ୫ ଜଣିଆ କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟିମ ଘଟଣାସ୍ଥଳ ଗସ୍ତ କରି ସ୍ଥିତି ଯାଞ୍ଚ କରିବେ। ତେବେ ଏହି…
Read More...

ଝରିପଡିଲେ ସାହତ୍ୟ ଜଗତର ଉଜ୍ଜଳତମ ତାରକା ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକ

ଓଡିଆ ନ୍ୟୁଜ୍ (ବ୍ୟୁରୋ): ସୁସାହିତ୍ୟିକ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ଦେହାନ୍ତ ।୫୦ ଦିନର ହେବ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଡ. ହରପ୍ରସାଦ। ଶେଷରେ । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ଡ.…
Read More...

ପୁରୀ: ପୁଣି ଭିଜିଲାନ୍ସ ଜାଲରେ କୋଟିପତି ଡାକ୍ତର, ଘରୁ ମିଳିଲା କୋଟିଏରୁ ଅଧିକ ଟଙ୍କା

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଲାଞ୍ଚ ନେଇ ଧରାପଡ଼ିଲେ କୋଟିପତି ଡାକ୍ତର । ଘରୁ ମିଳିଲା ନଗଦ ୧ କୋଟି ୧୨ ଲକ୍ଷ । ଭିଜିଲାନ୍ସ ଜାଲରେ ପୁରୀ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁକାନ୍ତ ଜେନା । ଜଣେ ରୋଗୀଙ୍କ ଠାରୁ ୮…
Read More...

ନେପାଳ ଉପରେ ଆମେରିକା ଏବଂ ଚୀନ୍ ମଧ୍ୟରେ କୁଟନୈତିକ ଯୁଦ୍ଧ ତୀବ୍ର ହୋଇଛି; ଭାରତ ଉପରେ କଣ ହେବା ଏହାର ପ୍ରଭାବ

କିଛି ଦିନ ହେବ ଭାରତର ପଡୋଶୀ ଦେଶ ନେପାଳ ଏବେ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାରେ ଅଛି। ଏହାର ଦୁଇଟି ମୁଖ୍ୟ କାରଣ ଅଛି। ନିକଟରେ ନେପାଳ ସରକାର ପ୍ରଥମ ଥର ପାଇଁ ଦାବି କରିଛି ଯେ ଚୀନ୍ ଏହାର ଅଞ୍ଚଳରେ ହସ୍ତକ୍ଷେପ କରୁଛି। ଏବଂ…
Read More...

ସଡକ ଦୁର୍ଘଟଣାରେ ୨ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ।

ଯୋଡ଼ା ବାଚୁହଟିଂର ସ୍ୱପ୍ନେଶ୍ୱର ତନ୍ତୀ ଓ ଚିଟୁ ବିନ୍ଧାଣି ନିଜ ଡ୍ୟୁଟିସାରି ଫେରୁଥିବା ସମୟରେ ନିଜ ଘରୁ ୪୦୦ ମିଟର ଦୂର ଯୋଡ଼ା ତାରିଣୀ ଛକ ପାଖ M M T C କଲୋନୀ ନିକଟରେ ଏକ JH-05-CC-0983 ନମ୍ବର ବିଶିଷ୍ଟ ହୁଣ୍ଡାଇ କାର…
Read More...

କୁବେର ASPଙ୍କ ଆଖିଖୋସା ସମ୍ପତ୍ତି:  ଗିରଫ କଲା ଭିଜିଲାନ୍ସ, 

ଓଡିଶା ନ୍ୟୁଜ୍(ବ୍ୟୁରୋ): କଟକର କୁବେର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଉ କିଛି ସମୟ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଗତକାଲି…
Read More...

ମାନିବାକୁ ପଡ଼ିବ ରସିକପଣକୁ: ୧୪ ନୁହେଁ ୧୭ ସ୍ତ୍ରୀର ସ୍ୱାମୀ ଥିଲେ ଏହି ନକଲି ଡାକ୍ତର, ଉଚ୍ଚା ଦରମା ଥିବା ଝିଅଙ୍କୁ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ୧୪ ନୁହେଁ ୧୭ ସ୍ତ୍ରୀଙ୍କ ସ୍ୱାମୀ ଥିଲେ ନକଲି ଡାକ୍ତର । ଠକ ରମେଶ ସ୍ୱାଇଁ ଗୌହାଟୀର ଜଣେ ଡାକ୍ତର । ଓଡିଶାର ଜଣେ ଉଚ୍ଚ ଶିକ୍ଷିତା , ଛତିଶଗଡ଼ର ଜଣେ ଚାଟେର୍ଡ ଆକାଉଣ୍ଟାଣ୍ଟଙ୍କୁ ବିବାହ କରିଥିଲେ…
Read More...

ସୈନ୍ୟ ପ୍ରତ୍ୟାହାର କଲା ଋଷିଆ; କ୍ରୀମିୟରୁ ସାମରିକ ଅଭ୍ୟାସର ପରିସମାପ୍ତି

ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଭଲ ଖବର ଆସିଛି। ନ୍ୟୁଜ୍ ଏଜେନ୍ସିଗୁଡିକର ଖବର ଅନୁଯାୟୀ, ଋଷିଆ କ୍ରୀମିୟରୁ ନିଜର ସାମରିକ ଅଭ୍ୟାସ ସମାପ୍ତ କରିବାକୁ ଘୋଷଣା କରିଛି। ଏହା ପରେ ସୈନିକମାନେ ମଧ୍ୟ…
Read More...

ପୁଣି ଜଣେ ନିର୍ବାଚନ ପ୍ରାର୍ଥୀଙ୍କ ମୃତ୍ୟୁ

ଆଜି ପୁଣି ଜଣେ ପ୍ରାର୍ଥୀଙ୍କ ଅକାଳ ବିୟୋଗ ହୋଇଛି। ଅନୁଗୁଳ ଜିଲ୍ଲାର ସମିତି ସଭ୍ୟ ପ୍ରାର୍ଥୀନୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ କେରେଜେଙ୍ଗ ଗ୍ରାମପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀନୀ ନମିତା ନାୟକ। ଅନ୍ୟପଟେ,…
Read More...