ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍: କହିଲେ…

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତରବରିଆ ଭାବେ ଗିରଫ କରାଯିବା ଘଟଣାରେ ଚିନ୍ତାପ୍ରକଟ କରିବା ସହ ବିରୋଧୀ ଦଳର ନେତା ମାନଙ୍କ ସ୍ୱରକୁ ଚାପିବା ପାଇଁ ଆଇନର ଅପବ୍ୟବହାର ଗଣତନ୍ତ୍ର ପାଇଁ…
Read More...

ବିଡ଼ିଓଙ୍କୁ ମାଡ଼ ମାରି ଗିରଫ ହେଲେ ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ଭୁବନେଶ୍ବର ଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ବିଧାୟକଙ୍କ…
Read More...

ଆଜି ଶ୍ରମିକ ଦିବସ: ଜୟଦେବ ଭବନରେ ଶ୍ରମିକ ପାଞ୍ଜିକରଣ ଓ ସହାୟତା ପାଇଁ ଉଦଘାଟନ ହେଲା ଦୁଇଟି ସ୍ବତନ୍ତ୍ର ପୋର୍ଟାଲ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ମଇ ୧ ତାରିଖରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଭୁବନେଶ୍ଵରସ୍ଥିତ ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ସମାରୋହକୁ…
Read More...

କଟକ କ୍ୟାନ୍ସର୍ ହସ୍ପିଟାଲରେ ଦୂରାବସ୍ଥା ପ୍ରସଙ୍ଗ: ସ୍ଥିତି ପରଖିଲା କଟକ ବିଜେପି ଟିମ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଗତ କିଛିଦିନ ଧରି ବିଭିନ୍ନ ଖବରକାଗଜ ଓ ଇଲକ୍ଟ୍ରୋନିକ୍ସ ମିଡ଼ିଆରୁ କଟକ,କ୍ୟାନସର ଇନଷ୍ଟିଚ୍ୟୁଟ ଦୁରାବସ୍ଥାର ଖବର ପାଇ ମାନନୀୟ ରାଜ୍ୟ ଭାଜପା ସଭାପତି ଶ୍ରୀ ସମୀର ମହାନ୍ତି ଙ୍କ ନିର୍ଦେଶରେ ଭାଜପା…
Read More...

ଭିଜିଲାନ୍ସ ଏକାଡେମୀରେ ଲାଞ୍ଚ କାରବାରର ଟ୍ରାପ ସମ୍ପର୍କୀତ ଦିନିକିଆ କର୍ମଶାଳା ଆୟୋଜିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ…

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଓଡିଶା ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଭିଜିଲାନ୍ସ ଏକାଡେମୀରେ ଲାଞ୍ଚ କାରବାରର ଟ୍ରାପ ସମ୍ପର୍କୀତ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି। ଲାଞ୍ଚ କାରବାରର ଟ୍ରାପ ମାମଲା ଗୁଡିକର ତଦନ୍ତ…
Read More...

ଓଡିଶା ହସ୍ତଶିଳ୍ପ ପରିଷଦ ପକ୍ଷରୁ ମାଷ୍ଟର କ୍ରାଫ୍ଟର୍ସ୍ ନାମକ ପ୍ରଥମ ହସ୍ତଶିଳ୍ପ ପ୍ରଦର୍ଶନୀ ହେଲା ଆୟୋଜିତ

ଓଡିଆ ନ୍ୟୁଜ୍(ବ୍ୟୁରୋ): ଭାରତୀୟ ହସ୍ତଶିଳ୍ପ ପରିଷଦ ଦ୍ୱାରା ଅନୁବନ୍ଧିତ ଓଡିଶା ହସ୍ତଶିଳ୍ପ ପରିଷଦ ପକ୍ଷରୁ ଆଜି ଭୁବନେଶ୍ୱର କ୍ଲବ୍ ଆନୁକୂଲ୍ୟରେ ମାଷ୍ଟର କ୍ରାଫ୍ଟର୍ସ୍ ନାମକ ପ୍ରଥମ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ…
Read More...

କୋଭିଡ ପରିଚାଳନା ପାଇଁ ପିଏମ ମୋଦୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ; ବିଏସଇ ମୁଖ୍ୟ ଆଶିଷ କୁମାର ଚୌହାନ

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ମୁଖ୍ୟ ଆଶିଷ କୁମାର ଚୌହାନ କହିଛନ୍ତି ଯେ କୋଭିଡ-୧୯ ମହାମାରୀ ସମୟରେ ଭାରତରେ ମାଗଣା ଖାଦ୍ୟ କାର୍ଯ୍ୟକ୍ରମ ବିସ୍ତାର କରିବାରେ ତାଙ୍କର ଭୂମିକା ପାଇଁ ନୋବେଲ କମିଟି ପ୍ରଧାନମନ୍ତ୍ରୀ…
Read More...

ସମସ୍ତ ରାଜ୍ୟରେ ଗଠନ ହେବ ‘ଷ୍ଟେଟ ଜୁଡ଼ିସିଆଲ ଇନ୍ଫ୍ରାଷ୍ଟ୍ରକ୍ଚର ଅଥୋରିଟି’; ନ୍ୟାୟିକ ବ୍ୟବସ୍ଥାରେ ହେବ…

ଏବେ ସମସ୍ତ ରାଜ୍ୟରେ ଗଠନ ହେବ 'ଷ୍ଟେଟ ଜୁଡ଼ିସିଆଲ ଇନ୍ଫ୍ରାଷ୍ଟ୍ରକ୍ଚର ଅଥୋରିଟି'। ନ୍ୟାୟପାଳିକା ସହିତ ଜଡିତ କୋଠା ଏବଂ ଅନ୍ୟାନ୍ୟ ସୁବିଧା ନିର୍ମାଣ ପାଇଁ ପ୍ରତ୍ୟେକ ରାଜ୍ୟରେ ଏକ 'ରାଜ୍ୟ ନ୍ୟାୟିକ ଭିତ୍ତିଭୂମି…
Read More...

ଜି-୨୦ ଶିଖର ସମ୍ମିଳନୀକୁ ପୁତିନ ଏବଂ ଜେଲେନସ୍କିଙ୍କୁ ନିମନ୍ତ୍ରଣ କଲେ ଇଣ୍ଡୋନେସିଆର ରାଷ୍ଟ୍ରପତି; କହିଲେ ଶାନ୍ତି…

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଦୁଇ ମାସରୁ ଅଧିକ ସମୟ ବିତିଗଲାଣି। ଏହି ସମୟରେ, ଇଣ୍ଡୋନେସିଆ ନଭେମ୍ବରରେ ଗ୍ରୁପ୍ ଅଫ୍ 20 (ଜି -20) ଶିଖର ସମ୍ମିଳନୀରେ ଉଭୟ ଋଷିଆର ରାଷ୍ଟ୍ରପତି ପୁତିନ ଏବଂ ୟୁକ୍ରେନ…
Read More...

ଚାଇନା ମୋବାଇଲ୍ କମ୍ପାନୀ ସାଓମି ଉପରେ ଇଡିର ଚଢ଼ଉ ; ୫,୫୫୧ କୋଟିର ଜମା ଟଙ୍କା ଜବତ

ଚାଇନାର ମୋବାଇଲ୍ କମ୍ପାନୀ ସାଓମି (xiomi) ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି। ଶନିବାର ଦିନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କହିଛି ଯେ ଚାଇନାର ମୋବାଇଲ ନିର୍ମାତା ସାଓମି ଇଣ୍ଡିଆର ୫,୫୫୧ କୋଟି ଟଙ୍କାରୁ…
Read More...