ଫାଇନାନ୍ସିଆଲ ଫ୍ରଡ୍ ଉପରେ ଲାଗିବ ଲଗାମ: NPCI ଆଣୁଛି ଏକ ନୂଆ ଟେକ୍ନୋଲୋଜି

ବର୍ତ୍ତମାନ ସମୟରେ ଅନଲାଇନରେ ଫାଇନାନ୍ସିଆଲ ଫ୍ରଡ ବହୁଳ ଭାବେ ବୃଦ୍ଧି ପାଇଛି । ଠକମାନେ ଲୋକଙ୍କଠାରୁ ଅର୍ଥ ହଡ଼ପ କରିବା ପାଇଁ ବିଭିନ୍ନ ପ୍ରକାର ତରିକା ଆପଣାଉଛନ୍ତି । ତେବେ ଏବେ ଏଥିରୁ ସମସ୍ତଙ୍କୁ ନିସ୍ତାର ମିଳିବ ।…
Read More...

ଏଥର ବିଧାନସଭାରେ ହୋହଲ୍ଲା ମନା

ବିଧାନସଭା ଅଧିବେଶନ ପୂର୍ବରୁ ତାଗିଦ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତିଙ୍କ କହିବା ମୁତାବକ, ଗୃହରେ କୌଣସି ବିଧାୟକ ହୋହଲ୍ଲା କରିପାରିବେନି । ପ୍ରଶ୍ନକାଳ ସମୟରେ କେହି ବି ହୋହଲ୍ଲା କରିପାରିବେନି ।…
Read More...

ଆମାଜନ୍, ଫ୍ଲିପକାର୍ଟ ସମେତ ଅନେକ ଇ-କମର୍ସ କମ୍ପାନୀକୁ ଜାରି ହେଲା ନୋଟିସ୍, ବିକ୍ରି କରୁଥିଲେ ନକଲି ପ୍ରେସର୍ କୁକର୍

ସେଣ୍ଟ୍ରାଲ କନଜ୍ୟୁମର୍ ପ୍ରୋଟେକ୍ସନ୍ ଅଥରିଟି(ସିସିପିଏ) ପକ୍ଷରୁ ଇ-କମର୍ସ କମ୍ପାନୀ ଗୁଡ଼ିକୁ ନୋଟିସ୍ ଜାରି କରାଯାଇଛି । ନିର୍ଦ୍ଧାରିତ ମାନକ ଅନୁସାରେ, ପ୍ରେସର୍ କୁକର୍ ବିକ୍ରି କରୁନଥିବାରୁ ନୋଟିସ୍ କରାଯାଇଛି । ସିସିପିଏ…
Read More...

ଆନ୍ଧ୍ରପ୍ରଦେଶରେ ରହିବ ନାହିଁ ଆଉ ୩ଟି ରାଜଧାନୀ, ବିଲ୍ ପ୍ରତ୍ୟାହାର କଲେ ସରକାର

ୟାଇଏସ୍ ଜଗମୋହନଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ ସରକାର ୩ ରାଜଧାନୀ ବିଲକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କ୍ୟାବିନେଟର ଜରୁରୀକାଳୀନ ବୈଠକ ଡକାଇ ଏହି ନିଷ୍ପତ୍ତି…
Read More...

୪୮ ଘଣ୍ଟା ପରେ ରାଜ୍ୟରେ ବଢ଼ିବ ଶୀତ

ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଜାରି ରହିଛି । ୨ ଦିନ ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ୪୮ ଘଣ୍ଟା ପରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି । ୪୮ ଘଣ୍ଟା ପରେ…
Read More...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଉଭୟ ଜିଲ୍ଲାର ୧୦ ଲକ୍ଷ ଲେଖାଏ ଲୋକ ଏହି…
Read More...

ଏକା ସାଙ୍ଗରେ ରିଲିଜ୍ ହେବ ‘KGF 2’ ଏବଂ ‘ଲାଲ ସିଂ ଚଡ୍ଡା’

ବହୁ ପ୍ରତୀକ୍ଷିତ ଯଶଙ୍କ 'କେଜିଏଫ୍ 2' ଏବଂ ଆମିର ଖାନ ଏବଂ କରୀନା କପୁର ଖାନଙ୍କ ଅଭିନୀତ 'ଲାଲ ସିଂ ଚଡ୍ଡା' 14 ଏପ୍ରିଲ 2022 ରେ ରିଲିଜ୍ ହେବାକୁ ଯାଉଛି | ପ୍ରାରମ୍ଭରେ 'ଲାଲ ସିଂ ଚଡ୍ଡା' ଖ୍ରୀଷ୍ଟମାସ 2021 ରେ…
Read More...

କୃଷି ଆଇନ ପ୍ରତ୍ୟାହାର ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ କହିଲେ

୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବା ପରେ ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀମାନେ ନିଜ ନିଜର ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ କୃଷି ଆଇନ ପ୍ରତ୍ୟାହାରକୁ ନେଇ…
Read More...

ଆଜି +୨ ଅଫଲାଇନ୍ ପରୀକ୍ଷା ରେଜଲ୍ଟ

ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବାକୁ ଯାଉଛି । ସନ୍ଧ୍ୟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ CHSE  ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ http://www.orissaresults.nic.inୱେବସାଇଟରେ ନିଜର…
Read More...

ଆଜିର ମୁଖ୍ୟ ଖବର

୧-ସ୍କୁଲ ବନ୍ଦ ଯୋଗୁଁ ବଢ଼ିଲା ଘରୋଇ ଟ୍ୟୁସନ । କରୋନା କାଳରେ ଆସିଲା ‘ଅସର’ ରିପୋର୍ଟ, ବଢ଼ିଛି ସ୍ମାର୍ଟଫୋନର ବ୍ୟବହାର । ୨-ଓଡ଼ିଶାରେ ଲମ୍ବିଛି ଅନଲାଇନରେ ଶିଶୁ ଯୌନ ନିର୍ଯାତନା ଭିଡିଓର ଚେର । ସିବିଆଇ ଚଢ଼ାଉ ପରେ ଖୋଲୁଛି…
Read More...