ସାଲିଆସାହି ନୟାଗଡ଼ ବସ୍ତିରେ ରେଡ଼, ବିପୁଳ ପରିମାଣର ଦେଶୀ ମଦ ଜବତ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାଜଧାନୀରୁ ଦେଶୀ ମଦ କାରଖାନା ଉପରେ ରେଡ଼ ।  ସାଲିଆସାହି ନୟାଗଡ଼ ବସ୍ତିରେ ରେଡ଼ କରିଛି କେନ୍ଦ୍ରୀୟ ଗୁଇନ୍ଦା ଅବକାରୀ ବିଭାଗ । ରେଡ଼ ବେଳେ ୮ହଜାର ଲିଟର ପୋଚ ଓ ୫ସହ ଲିଟର ଦେଶୀ ମଦ ଜବତ ହୋଇଛି…
Read More...

ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡ ଘଟଣାରେ ବଢିପାରେ ମୃତକଙ୍କ ସଂଖ୍ୟା; ଘଟଣାସ୍ଥଳରେ ପହଞ୍ଚିଲେ ଅରବିନ୍ଦ କେଜ୍ରିୱାଲ,…

ଦିଲ୍ଲୀର ମୁଣ୍ଡକାସ୍ଥିତ ଏକ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ହେତୁ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ଅଧିକାଂଶ ଲୋକ ଚିହ୍ନଟ ହୋଇନାହାଁନ୍ତି |ଏହା ସହ ଅନେକ ଲୋକ ଗୁରୁତର ଆହତ…
Read More...

କଂଗ୍ରେସକୁ ବାଏ ବାଏ କହିଲେ ପଞ୍ଜାବର ପୂର୍ବତନ ସଭାପତି ସୁନୀଲ ଜାଖଡ !

ପଞ୍ଜାବର ପୂର୍ବତନ କଂଗ୍ରେସ ସଭାପତି ସୁନୀଲ ଜାଖଡ ଆଜି ତାଙ୍କ ମନର କଥା କହିଛନ୍ତି। ସେ କଂଗ୍ରେସ ଟାର୍ଗେଟ ମଧ୍ୟ କରିଛନ୍ତି। କଂଗ୍ରେସରେ ଜାତି ସମୀକରଣକୁ ନେଇ ରାଜନୀତି ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ସେ କଂଗ୍ରେସ ସଭାପତି…
Read More...

ଦେଶରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମଣଙ୍କ ସଂଖ୍ୟା; ୨୪ ଘଣ୍ଟା ମଧ୍ୟରେ ୨,୮୫୮ ଟି ନୂଆ ମାମଲା, ୧୧ ମୃତ୍ୟୁ

ପୁଣିଥରେ ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮୫୮ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଏହାପୂର୍ବରୁ ଶୁକ୍ରବାର ଦିନ ୨୮୪୧ ଟି ନୂଆ ମାମଲା ରୁଜୁ ହୋଇଥିଲା। ଗତ ୨୪ ଘଣ୍ଟା…
Read More...

ବିଲଡରମାନଙ୍କୁ ଝଟକା: ଏଣିକି ସୋସାଇଟି କ୍ଲିଅରାନ୍ସ ନଥିଲେ ବିକିପାରିବେନି ଆପର୍ଟମେଣ୍ଟ,ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆପାର୍ଟମେଂଟ ନିର୍ମାଣ କରି ବିକ୍ରୀ କରୁଥିବା ବିଲଡର ମାନେ ଏଣିକି ସୋସାଇଟି ରେଜିଷ୍ଟ୍ରେସନ ନଥିଲେ ଆପାର୍ଟମେଂଟ ବିକ୍ରୀ କରି ପାରିବେ ନାହିଁ। ବିଲଡରଙ୍କ ଶୋଷଣର ଶିକାର ହୋଇଥିବା ଜଣେ…
Read More...

ପୂର୍ବତନ ଆସିକା ବିଧାୟକ ସରୋଜ ପାଢ଼ୀ ନିଖୋଜ!, ୩ ଦିନ ହେବ ମିଳୁନି ପତ୍ତା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପୂର୍ବତନ ଆସିକା ବିଧାୟକ ସରୋଜ ପାଢ଼ୀ ତାଙ୍କ ଭୁବନେଶ୍ୱର ସୂର୍ଯ୍ୟ ନଗର ସ୍ଥିତ ବାସଭବନ ରୁ କେଉଁ ଆଡେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି।ନିଖୋଜ ସମ୍ପର୍କରେ ତାଙ୍କ ପୁଅ ସଙ୍ଗୀତ ପାଢ଼ୀ ସ୍ଥାନୀୟ…
Read More...

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା: ମୋଦି ସରକାରରେ ଓଡ଼ିଶାର…

ଓଡିଆ ନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାରେ ମେଡ଼ିକାଲ କଲେଜ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି କହିଛନ୍ତି…
Read More...

ମଦ ପିଆଇ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ, ପାହାଳରୁ ଯୁବ ବ୍ୟବସାୟୀ ଗିରଫ

ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ଥିବା ଏକ ବାରରେ ଜଣେ ଯୁବତୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ପାହାଳ ଥାନା ପୋଲିସ ପାଞ୍ଚ ଦିନ ପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ…
Read More...

୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ରୋଡ଼ ମ୍ୟାପ ପ୍ରସ୍ତୁତ: ତୃଣମୂଳ ସ୍ତରରେ ପହଞ୍ଚିବାକୁ କୋର୍ କମିଟିରେ ଆଲୋଚନା

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସରିଲା କୋର୍ କମିଟି ବୈଠକ । ବିଜେପି କୋର କମିଟି ବୈଠକ ପରେ ସଦସ୍ୟ ଙ୍କ ପ୍ରତିକ୍ରିୟା। ଦଳକୁ ଆଗକୁ ବଢିବାକୁ ବିଭିନ୍ନ ନିର୍ଣ୍ଣୟ ନିଆଯାଇଛି। ମୋଦି ସରକାର ଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ…
Read More...

ମେ’ ୨୬ ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭା ଆସନ ପାଇଁ ଦାଖଲ ହେବ ନାମାଙ୍କନପତ୍ର, ପ୍ରକାଶ ପାଇଲା ବିଜ୍ଞପ୍ତି

ଓଡିଆ ନ୍ୟୁଜ୍(ବ୍ୟୁରୋ):   ସୁବାସ ସିଂହଙ୍କ ଇସ୍ତଫା ଯୋଗୁଁ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ’ ୨୬ ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ଜୁନ୍ ୩ ରେ…
Read More...