ଆଧାର ଦେଖାଇ ପାଆନ୍ତୁ ନୂଆ LPG ଗ୍ୟାସ୍ କନେକ୍ସନ୍, ସବସିଡିର ବି ମିଳିବ ଫାଇଦା

ଏଲପିଜି ଗ୍ୟାସ୍ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଆସିଛି ବଡ଼ ଖବର । ଭାରତୀୟ ତୈଳ ନିଗମ ଲିମିଟେଡର ଗ୍ୟାସ କମ୍ପାନୀ Indane ଏକ ବଡ଼ ଘୋଷଣା କରିଛି । Indane ଅନୁସାରେ, ଏବେ ଯେକୌଣସି ଗ୍ରାହକ କେବଳ ଆଧାରକାର୍ଡ ଦେଖାଇ…
Read More...

ଶପଥ ନେଲେ ହାଇକୋର୍ଟର ୩ ନୂଆ ବିଚାରପତି

ଓଡିଶା ହାଇକୋର୍ଟର ୩ ନୂଆ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ନବ ନିଯୁକ୍ତ ତିନି ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର । ଆଇନଜୀବୀ ମୃଗାଙ୍ଗ ଶେଖର ସାହୁ, ଜଷ୍ଟିସ୍ ରାଧାକୃଷ୍ଣ…
Read More...

ପୁଅ ସାବାଳକ ହେବାପରେ କଣ ସବୁ ଦାୟିତ୍ୱରୁ ମୁକ୍ତି ପାଇଯିବେ ବାପା?

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନିଜର ଏକ ନିଷ୍ପତ୍ତିରେ କହିଛନ୍ତି ଯେ, ପୁଅର ପାଠପଢ଼ା ଖର୍ଚ୍ଚ ପୂରା କରିବାର ଦାୟିତ୍ୱରୁ ବାପା ମାନେ ଏଥିପାଇଁ ମୁକ୍ତି ପାଇପାରିବେନି ଯେ, ସେମାନେ ସାବାଳକ ହୋଇଯାଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ,…
Read More...

ଆସୁଛି ଆଉ ଏକ ଲଘୁଚାପ!

ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଥିବା ବେଳେ ପୁଣି ମାଡ଼ି ଆସୁଛି ଆଉ ଏଘ ଲଘୁଚାପ । ପଶ୍ଚିମବଙ୍ଗ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର । ଉତ୍ତର ଓଡ଼ିଶା ଓ ଆଖପାଖ ଅଞ୍ଚଳରେ ମଧ୍ୟ ଘୂର୍ଣ୍ଣିବଳୟ…
Read More...

ଅପେକ୍ଷାର ଘଟିଲା ଅବସାନ, ଭାରତରେ ଲଞ୍ଚ ହେଲା SUV Tata Punch

ଟାଟା ମୋଟର୍ସ ଭାରତୀୟ ବଜାରରେ ଟାଟା ପଞ୍ଚ ମାଇକ୍ରୋ ଏସୟୁଭି ଲଞ୍ଚ କରିଦେଇଛି । ଗ୍ରାହକମାନେ ବହୁ ପୂର୍ବରୁ ଏହି ସବ-କମ୍ପାକ୍ଟ ଏସୟୁଭିକୁ ଅପେକ୍ଷା କରି ରହିଥିଲେ । ଟାଟା ମୋଟର୍ସ ଟାଟା ପଞ୍ଚକୁ ୫.୪୯ ଲକ୍ଷ ଟଙ୍କା…
Read More...

ଆଜିର ମୁଖ୍ୟ ଖବର

୧-ଇ--ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ୪ କୋଟି ଟପିଲା; ସବୁଠୁ ଆଗରେ ଓଡ଼ିଶା। ୨-CETକୁ ବିଶ୍ବବିଦ୍ୟାଳୟ ମାନ୍ୟତା ନେଇ ବିଜ୍ଞପ୍ତି ଜାରି।ଏଣିକି OUTR ଭାବେ ହେବ ପରିଚାଳନା।…
Read More...

କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ରାଜ୍ୟ କଂଗ୍ରେସ ଭବନରେ ଆଜି ବ୍ୟାପକ ଭଙ୍ଗାରୁଜା କରାଯାଇଛି । କିଛି ଯୁବକ ଯୁବ କଂଗ୍ରେସ ଅଫିସ ତାଲାଭାଙ୍ଗି ଭଙ୍ଗାରୁଜା କରିଛନ୍ତି । ତେବେ ଭଙ୍ଗାରୁଜା କରିବା ପରେ ଉକ୍ତ ଯୁବକମାନେ ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି ।…
Read More...

ଆଜିର ମୁଖ୍ୟ ଖବର

୧-କଟକରେ ୧୫୫ଟି ମଣ୍ଡପରେ ଚାଲିଛି ନିରାଡମ୍ବର ଶାରଦୀୟ ଦୁର୍ଗାପୂଜା। ୨-ଖୁବଶୀଘ୍ର ପିଲାଙ୍କ ପାଇଁ ଆସିବ କରୋନା ଟିକା । ୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ୨ଟି ଡୋଜ୍, DCGIର ଅନୁମୋଦନକୁ ଅପେକ୍ଷା । ୩-ଅଶୋଧିତ ତୈଳ ଦର…
Read More...

ପୂର୍ବତନ ଆଇ ଆଣ୍ଡ ବି ଏବଂ ଉଚ୍ଚଶିକ୍ଷା ସଚିବ ଅମିତ ଖେର ପିଏମ ମୋଦୀଙ୍କ ପାଇଁ ପରାମର୍ଶଦାତା ନିଯୁକ୍ତ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବେ ପୂର୍ବତନ ସୂଚନା ଓ ପ୍ରସାରଣ ଏବଂ ଉଚ୍ଚଶିକ୍ଷା ସଚିବ ଅମିତ ଖେରଙ୍କୁ ନିଯୁକ୍ତି ଦିଆଯାଇଛି। ଚୁକ୍ତିଭିତ୍ତିକ ଭିତ୍ତିରେ ଖେରଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତ…
Read More...

ଦଶହରାରେ ଓଟିଡିସିର ପିଠା ଅନ୍ ହ୍ୱିଲ୍ , ‘ନିମନ୍ତ୍ରଣ’ ରେ ସ୍ପେଶାଲ ବ୍ୟଞ୍ଜନ

ଭୁବନେଶ୍ୱର : ପବିତ୍ର ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ଵାରା ରାଜ୍ୟର ବିଭିନ୍ନ ସହରରେ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦିଆଯିବ । ଦଶହରା ପୂଜାକୁ ଦୃଷ୍ଟିରେ ରଖି…
Read More...