ରାଷ୍ଟ୍ରୀୟ ସୁରକ୍ଷା କମିଟି ସହିତ ଇମ୍ରାନଙ୍କ ବୈଠକ, ବିରୋଧୀଙ୍କ ସମ୍ମୁଖରେ ରଖିଲେ ଏମିତି ସର୍ତ୍ତ

ଗାଦି ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।ବିରୋଧୀ ଦଳର ଅନାସ୍ଥା ପ୍ରସ୍ତାବର ମୁକାବିଲା କରୁଥିବା ଇମ୍ରାନ ଖାନ ଗୁରୁବାର ଦିନ ଜାତୀୟ ସୁରକ୍ଷା କମିଟି (ଏନଏସସି) ର…
Read More...

ଆସାମ, ମଣିପୁର ଏବଂ ନାଗାଲାଣ୍ଡର କିଛି ଅଞ୍ଚଳରୁ ହଟିବ AFSPA ; ଟୁଇଟ ଜାରି ସୂଚନା ଦେଲେ ଅମିତ୍ ଶାହା

ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ଆଇନ (AFSPA) ସମ୍ବନ୍ଧରେ ମୋଦୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନାଗାଲାଣ୍ଡ, ଆସାମ ଏବଂ ମଣିପୁରର କିଛି ଅଞ୍ଚଳରୁ AFSPA ହଟାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।…
Read More...

କଟକ ଜଗତପୁର ଇମାମନଗରରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା: ଆସାମୀକୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ସ୍ବତନ୍ତ୍ର…

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଫୁଲ ତୋଳିବା ପାଇଁ ପଡିଶା ଘରକୁ ଜରି ଆଣିବା ପାଇଁ ଯାଇଥିବା ସମୟରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଘଟଣାରେ ଆସାମୀକୁ ୨୫ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ…
Read More...

ନବାଗତ ପ୍ରଶାସନିକ ଅଧିକାରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବାଚସ୍ପତି

ଭୁବନେଶ୍ୱର ସ୍ଥିତ ମଧୁସୂଧନ ଦାସ ଆଞ୍ଚଳିକ ଆର୍ଥିକ ପରିଚାଳନ ପ୍ରତିଷ୍ଠାନରେ ତାଲିମ ନେଉଥିବା ନବାଗତ ଓଡ଼ିଶା ଅର୍ଥ ସେବା ଏବଂ ଓଡ଼ିଶା କର ଓ ବିତ୍ତ ସେବା ଅଧିକାରୀମାନେ ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ଆସି ବାଚସ୍ପତି…
Read More...

ରାଜ୍ୟସଭାରୁ ଅବସର ନେଲେ ୭୨ ସାଂସଦ; ମୋଦୀ କହିଲେ ଜ୍ଞାନ ଅପେକ୍ଷା ଅଭିଜ୍ଞତାର ଶକ୍ତି ଅଧିକ

ଆଜି ୭୨ ଜଣ ସଦସ୍ୟ ରାଜ୍ୟସଭାରୁ ଅବସର ନେଇଛନ୍ତି। ତାଙ୍କ ବିଦାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ରାଜ୍ୟସଭାରେ ଆମର ରାଜ୍ୟସଭା ସଦସ୍ୟଙ୍କ ପାଖରେ ଅନେକ ଅଭିଜ୍ଞତା ରହିଛି। ବେଳେବେଳେ ଜ୍ଞାନ ଅପେକ୍ଷା…
Read More...

ଆସନ୍ତା ୪୮ ଘଣ୍ଟା ପାଇଁ ରାଜ୍ଯବାସୀଙ୍କୁ ତାତିରୁ ନାହିଁ ତ୍ରାହି, ୫ ଜିଲ୍ଲାକୁ ୟେଲୋ ଆଲର୍ଟ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୪୮ ଘଣ୍ଟା ପାଇଁ ରାଜ୍ଯ ବାସୀଙ୍କୁ ତାତିରୁ ତ୍ରାହି ନାହିଁ । ହିଟ୍ ୱେଭ୍ ନେଇ ୪୮ ଘଣ୍ଟାରେ ୫ ଜିଲ୍ଲାକୁ ୟେଲୋ ଆଲର୍ଟ, ୩ ରୁ ୫ ଡିଗ୍ରୀ ବଢିବ ରହିବ ପାରଦ ।ରାଜ୍ୟରେ ଗତ କିଛି ଦିନ ଧରି…
Read More...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; ଲାଗୁ ହେବ ‘ଫାଷ୍ଟର’ ସିଷ୍ଟମ; ବରିଷ୍ଠ ଆଇନଜୀବୀଙ୍କ ଉପସ୍ଥିତିରେ ହେଲା…

ବନ୍ଦୀମାନଙ୍କୁ ମୁକ୍ତ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ନିଆଯାଇଛି। ଜେଲର ଅଧିକାରୀ ଏବଂ ଅନୁସନ୍ଧାନକାରୀ ସଂସ୍ଥା ନିକଟରେ ଜାମିନ , ଗିରଫଦାରୀ ରୋକ ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ…
Read More...

ପେଟ୍ରୋଲ-ଡ଼ିଜେଲ ଦର ବୃଦ୍ଧି ନେଇ ଦିଲ୍ଲୀରେ କଂଗ୍ରେସର ବିକ୍ଷୋଭ; ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବା କଂଗ୍ରେସ!

ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଉଛି। ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୮୦ ପଇସା ବୃଦ୍ଧି ହୋଇଛି। ଏଥିସହିତ ଦିନକୁ ଦିନ ବଢୁଥିବା ମୂଲ୍ୟକୁ ବିରୋଧ କରି ଆଜି ଅନେକ କଂଗ୍ରେସ…
Read More...

ଇତିହାସ ରଚିଲା SCB ମେଡ଼ିକାଲ:ମାଗଣାରେ ୧୦୦ ତମ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ ସମାପନ ହୋଇଛି

ଇତିହାସ ରଚିଛି ରାଜ୍ୟର ସର୍ଵ ବୃହତ ମେଡିକାଲ ଏସସିବି। ଏସସିବି ମେଡିକାଲ କ୍ଲିନିକାଲ ହେମାଟୋଲୋଜି ବିଭାଗରେ ମାଗଣାରେ ୧୦୦ ତମ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ବା ଅସ୍ଥିମଜ୍ଜା ପ୍ରତ୍ୟାରୋପଣ ଆଜି ହୋଇଛି। ଏମ୍ସ ପ୍ଲସ ଦିଗରେ…
Read More...

ଆସିଲା ମାନସ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଏମିତି ଭାବେ କଲବଲ କରି ମାରିଛନ୍ତି ଅଭିଯୁକ୍ତମାନେ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମିଳିଲା ମାନସଙ୍କ ପୋଷ୍ଟ ମର୍ଟମ ରିପୋର୍ଟ। ରିପୋର୍ଟରେ ଜଣାପଡିଛି ମାନସକୁ ଲୁହା ରଡ଼ରେ ଦୟାଲ ଆଶ୍ରମରେ ଶର୍ମିଷ୍ଠା ନିରଂଜନଙ୍କ ସମେତ ଅନ୍ୟ ଅଭିଯୁକ୍ତ କରିଥିଲେ ଅକଥନୀୟ ଅତ୍ୟାଚାର। ବର୍ବରତାର ସବୁ…
Read More...