ଆଜିର ମୁଖ୍ୟ ଖବର

1- ଜୁଲାଇ ଗାଇଡଲାଇନ୍ସରେ ସଂକ୍ରମିତ ଜିଲ୍ଲାରେ କଡା ନିୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ 2- କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ – ଜୁଲାଇ ୧୬ ପର୍ଯ୍ୟନ୍ତ ଉଚ୍ଛେଦ, ନିର୍ମାଣ ଓ ଭଙ୍ଗା…
Read More...

ୟୁଏଇ ଏବଂ ଓମାନରେ ଟି-୨୦ ବିଶ୍ୱକପ୍, ସ୍ପଷ୍ଟ କଲା ବିସିସିଆଇ

ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୟୁଏଇ ଏବଂ ଓମାନକୁ ସ୍ଥାନାନ୍ତର ହୋଇଛି । ମଙ୍ଗଳବାର ବିସିସିଆଇ ପକ୍ଷରୁ ଏହି ଖବରକୁ ସ୍ପଷ୍ଟ କରାଯାଇଛି । ଆଇସିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ୧୭ରୁ…
Read More...

କମିସନରେଟ ପୁଲିସକୁ ବଡ଼ ସଫଳତା: ଫାସରେ ପଡ଼ିଲେ ୭ ସାଇବର୍ ଲୁଟେରା

କମିସନରେଟ ପୁଲିସ୍ କୁ ମିଳିଛି ବଡ଼ ସଫଳତା । ପୁଲିସ୍ ଆଜି ୭ଜଣ ସାଇବର୍ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଏନେଇ ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏହି ୭ ସାଇବର୍ ଲୁଟେରା କଟକରେ ଅଫିସ୍ କରି…
Read More...

ଭାରତକୁ ଆସିବ ମଡର୍ଣ୍ଣା ଟିକା!

ଖୁବ୍ ଶୀଘ୍ର ଦେଶକୁ ଆଉ ଏକ କରୋନା ବିରୋଧୀ ଟିକା ମିଳିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ମଡର୍ଣ୍ଣା ଟିକା ପାଇଁ ଆବେଦନ କରିଛି ଔଷଧ ନିର୍ମାତା କମ୍ପାନୀ ସିପଲା । ଟିକାର ଆମଦାନୀ ପାଇଁ ସିପଲା ଆଜି ଡିସିଜିଆଇଙ୍କ…
Read More...

ଆଜିର ମୁଖ୍ୟ ଖବର

୧-ଟୁଇଟରରେ ଟପ୍ ଟ୍ରେଣ୍ଡିଂ ହେଲା ଦେଶବ୍ୟାପୀ କର୍ମଚାରୀଙ୍କ ପୁରୁଣା ପେନସନ ଲାଗୁ ଦାବି ।. ୨-ମାଟ୍ରିକ୍ ମାର୍କକୁ ନେଇ ତେଜିଲା ବିବାଦ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ, ବୋର୍ଡ…
Read More...

ଜୁଲାଇରେ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା

ମାଟ୍ରିକ୍ ଫଳାଫଳକୁ ନେଇ ଅନେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ମାଟ୍ରିକ ପରୀକ୍ଷା ବ୍ୟବସ୍ଥା ହୋଇଛି । ମାର୍କ କମ୍ ଥିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ…
Read More...

କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଓଡ଼ିଶାର ଫିଲ୍ମଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ତେଣୁ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଶକ୍ତିଙ୍କୁ…
Read More...

ଡେଲରଟା ପ୍ଲସ ଭାରିଏଣ୍ଟ ବ୍ୟକ୍ତିର ଫୁସଫୁସ ପାଇଁ ସବୁଠୁ ମାରାତ୍ମକ

କରୋନା ଭାଇରସର ଡେଲଟା ପ୍ଲସ ଭାରିଏଣ୍ଟ ଶରୀର ଉପରେ ଖବୁ ଖରାପ ପ୍ରଭାବ ପକାଉଛି । ରିସର୍ଚ୍ଚରୁ ସୂଚନା ମିଳିଛି ଯେ, ଏହି ଭାରିଏଣ୍ଟ ବିଶେଷ କରି ଫୁସଫୁସକୁ ପ୍ରଭାବିତ କରୁଛି । ଟୀକାକରଣରେ ରାଷ୍ଟ୍ରୀୟ କାର୍ଯ୍ୟ ସମୂହ କୋଭିଡ…
Read More...

ନିର୍ମଳାଙ୍କ ଆର୍ଥିକ ପ୍ୟାକେଜ୍: ପର୍ଯ୍ୟଟନ ଓ ପର୍ଯ୍ୟଟକଙ୍କୁ ସରକାରଙ୍କ ଗୁରୁତ୍ୱ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଆଉ ଏକ ଅର୍ଥନୈତିକ ପ୍ୟାକେଜ୍ ସମ୍ପର୍କରେ ଘୋଷଣା କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ମେ ମାସରୁ ନଭେମ୍ବର ମାସ ଯାଏଁ ମାଗଣା ଚାଉଳ ଓ ଗହମ ପ୍ରଦାନ କରାଯିବାକୁ ଘୋଷଣା…
Read More...

ଫିଲ୍ମ ‘ସୀତା’କୁ ନେଇ ସାମ୍ନାକୁ ଆସିଲା ବଡ ଖବର: ସୀତା ଭୂମିକାରୁ ହଟିଲେ କରିନା, ଏଣ୍ଟ୍ରି ମାରିଲେ ବଲିଉଡ କୁଇନ୍

ଫିଲ୍ମ ‘ସୀତାକୁ ନେଇ ଏବେ ସାମ୍ନାକୁ ଆସିଛି ଏକ ବଡ ଖବର । ନିକଟରେ କରୀନା କପୁର ଖାନ୍‌ ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ୧୨କୋଟି ଟଙ୍କା ମାଗିଥିଲେ । ଫିଲ୍ମ ‘ସୀତା’ରୁ ହଟିଲେ କରିନା ତେବେ କରୀନା କପୁରଙ୍କୁ ଏହି ଫିଲ୍ମ…
Read More...