ଆଧାରକାର୍ଡଧାରୀଙ୍କୁ UIDAIର ଚେତାବନୀ

ଆଜିକା ସମୟରେ ଆଧାର କାର୍ଡ ବିନା କୌଣସି କାମ କରିବା ଏକ ପ୍ରକାର ଅସମ୍ଭବ ହୋଇଗଲାଣି । ପ୍ରାୟତଃ ସବୁ ପ୍ରକାରର ଅଫିସିଆଲ୍ କାର୍ଯ୍ୟ ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିଦିଆଯାଇଛି । ପିଲାଙ୍କ ଆଡମିଶନ୍ ଠାରୁ ଆରମ୍ଭ କରି…
Read More...

ଆଜିଠାରୁ ୧୧ ଦିନ ଯାଏ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ପୂରା ତାଲିକା

ଆଜି ଠାରୁ ପୂରା ୧୧ ଦିନ ଯାଏ ବନ୍ଦ ରହିବ ବ୍ୟାଙ୍କ୍ ସେବା । ତେଣୁ ବ୍ୟାଙ୍କ ସମ୍ବନ୍ଧିତ ଯଦି କୌଣସି କାମ ରହିଛି ତେବେ ତାକୁ ସାରିବାକୁ ଆପଣଙ୍କୁ ଲମ୍ବା ଅପେକ୍ଷା କରିବାକୁ ପଡ଼ିବ । କାରଣ ଜୁଲାଇ ମାସରେ ପୂରା ୧୫ ଦିନ…
Read More...

ଆଜିର ମୁଖ୍ୟ ଖବର

୧. ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଁ ଚେଷ୍ଟା କରାଯାଉଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା । ୨. ଜୁକି ୧୫ ପରେ ରାଜ୍ୟରେ ଗର୍ଭବତୀମାନଙ୍କୁ ଟୀକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟ…
Read More...

10 ଟି ମହଙ୍ଗା ଏବଂ ବିଳାସପୂର୍ଣ୍ଣ କାର ର ମାଲିକ ହେଉଛନ୍ତି ଅମିତାଭ ବଚ୍ଚନ

ବଲିଉଡର ଶାହେନ୍ସା, ମେଗାଷ୍ଟାର ଅମିତାଭ ବଚ୍ଚନ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରିୟ ଅଭିନେତା ଏବଂ ସମସ୍ତ ପିଢ଼ି ଦର୍ଶକଙ୍କ ପାଇଁ ପ୍ରେରଣା | ପାଞ୍ଚ ଦଶନ୍ଧି ଧରି ଚାଲିଥିବା ତାଙ୍କ କ୍ୟାରିୟରରେ ବିଗ୍ ବି କ୍ରୋଧିତ…
Read More...

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ବିଏଡ୍ ଛାତ୍ରଛାତ୍ରୀ

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ରାଜ୍ୟର ବିଏଡ୍ ଛାତ୍ରଛାତ୍ରୀ । ଓଏସଏସଟିଇଟି, କଣ୍ଟ୍ରାକ୍ଟ ଟିଚର ଏବଂ ବିଏଡର ନିୟମାବଳୀରେ ସମନ୍ୱୟ ରହୁନି । ଫଳରେ ୨୦୧୮ ପରଠାରୁ ଯେଉଁ ଛାତ୍ରଛାତ୍ରୀ ବିଏଡ କରୁଛନ୍ତି ସେମାନେ…
Read More...

24 ଘଣ୍ଟା ମଧ୍ୟରେ ଭାରତରେ ନୂଆ 43,393 ଟି COVID-19 ପଯେଟିଭ ମାମଲା ହୋଇଥିବା ବେଳେ ମୃତ୍ୟୁ 911

ଭାରତରେ ଗତ 24 ଘଣ୍ଟା ମଧ୍ୟରେ 43,393 ଟି ନୂତନ COVID-19 ମାମଲା ରିପୋର୍ଟ ଦର୍ଜ ହୋଇଛି | ରାଜ୍ୟ ମଧ୍ୟରେ କେରଳ ସର୍ବାଧିକ ନୂଆ 13,772 ଟି COVID-19 ମାମଲା ରିପୋର୍ଟ କରିଥିବାବେଳେ ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ…
Read More...

ରେଳ ମନ୍ତ୍ରୀ ଅଶ୍ୱିନୀଙ୍କ ବଡ଼ ଘୋଷଣା: ଏଣିକି ଦୁଇଟି ସିଫ୍ଟରେ କାମ କରିବେ କର୍ମଚାରୀ

ରେଳମନ୍ତ୍ରୀ ଭାବରେ ଦାୟିତ୍ୱକୁ ଆସିବା ପରେ ଅଶ୍ୱିନୀ ବୈଷ୍ଣବ ବଡ ଘୋଷଣା କରିଛନ୍ତି । ମନ୍ତ୍ରଣାଳୟ ସହିତ ସଂଯୁକ୍ତ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଏଣିକି ଦୁଇଟି ସିଫ୍ଟରେ କାମ କରିବେ ବୋଲି ରେଳ ମନ୍ତ୍ରୀ ଘୋଷଣା…
Read More...

ଆଜି ୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ, ରାଜ୍ୟରେ ଟିକାର ଅଭାବ

ରାଜ୍ୟରେ ପୁଣି ଦେଖାଦେଇଛି ଟିକାର ଅଭାବ । ସେଥିପାଇଁ ଆଜି ରାଜ୍ୟର ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ରାଜ୍ୟର ଏକାଧିକ ଜିଲ୍ଲାରେ କୋଭିସିଲ୍ଡ ଟିକା ନଥିବାରୁ ଟିକାକରଣକୁ ବନ୍ଦ ରଖାଯିବ । ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼,…
Read More...

ଆଜିର ମୁଖ୍ୟ ଖବର

୧-କରୋନା ଲଢେଇରେ ପାଓ୍ଵାରଫୁଲ୍‌ ପଖାଳ !, ଶକ୍ତି ଯୋଗାଇବା ସହ ବଢାଉଛି ରୋଗପ୍ରତିରୋଧକ ଶକ୍ତି: ଏମ୍ସ ଡାକ୍ତର। ୨-୧୧ ତାରିଖରେ ହିରାକୁଦରୁ ଛଡ଼ାଯିବ ଏ ବର୍ଷର ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ସତର୍କ…
Read More...

ବିଶ୍ୱସୁନ୍ଦରୀ ହେବା ପରେ ତଳେ ବସି ଖାଇଥିଲେ ଐଶ୍ୱର୍ଯ୍ୟା

ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ପୁରୁଣା ଫଟୋ ବେଶ ଭାଇରାଲ ହୋଇଛି । ବିଶ୍ୱ ବିଜୟିନୀ ହେବାର ଠିକ୍ ପରେ ନିଜ ମା’ ବ୍ରିନ୍ଦାଙ୍କ ସହିତ ତଳେ ବସି ଖାଉଥିବାର ଏହି ଫଟୋଟିକୁ…
Read More...