ପାକିସ୍ତାନର କରୋନା ଷଡଯନ୍ତ୍ର

0

ମହାମାରୀ କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଏହି ଭାଇରସ୍ କବଳରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଦେଶ ପ୍ରାଣପଣେ ଚେଷ୍ଟା କରୁଛନ୍ତି l କିନ୍ତୁ ପାକିସ୍ତାନ ଏହି ଭାଇରସ୍ କୁ ବଢାଇବାକୁ ଲକ୍ଷ୍ୟ ରଖିଛି ଅର୍ଥାତ ପାକିସ୍ତାନ ସେନା କରୋନା କରୋନା ସଂକ୍ରମିତ ଆତଙ୍କବାଦୀ ଙ୍କୁ ପଠାଇ ଭାରତୀୟ ସେନା କ୍ୟାମ୍ପ ରେ କରୋନା ସଂକ୍ରମଣ କରିବାକୁ ଘୃଣ୍ୟ କାମ ଚଳାଇଛି l ଏଥିପାଇଁ ପାକ୍ ଅଧିକୃତ କାଶ୍ମୀରରେ ଅଧିକ ସଂଖ୍ୟକ କ୍ୱାରେଣ୍ଟାଇନ ସେଣ୍ଟର ଖୋଲି କରୋନା ସଂକ୍ରମିତ ରୋଗୀ ଙ୍କୁ ରଖୁଛି l ଯେଉଁଥିପାଇଁ ସ୍ଥାନୀୟ ଲୋକ ଲୋକ ମାନେ ମଧ୍ୟ ବିରୋଧ କରୁଛନ୍ତି l ଭାରତୀୟ ଗୁଇନ୍ଦା ସଂସ୍ଥା ଏହି ରିପୋର୍ଟ ଦେଇଛନ୍ତି l ମୃତ ଆତଙ୍କବାଦୀ ଙ୍କ ଶବ କୁ କମ୍ ଛୁଇଁବାକୁ ନିର୍ଦେଶ ଥିବା ବେଳେ ସେହି ଶବକୁ ପୋତିବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି l

Leave A Reply

Your email address will not be published.